Webportal

ଆମ୍ବୁଲାନ୍ସ ନ ଯାଇ ପାରିବାରୁ ଦୁଇ କିଲୋମିଟର ବୁହାହେଲା ଶବ

ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଅଘଟଣ,ଗାଁ କୁ ରାସ୍ତା ନଥିବାରୁ ଶବ କୁ ଦୁଇ କିମି ରାସ୍ତା କାନ୍ଧରେ ବୋହିଲେ ସମ୍ପର୍କୀୟ। ଏ କେଉଁ ଅପନ୍ତରା ଗାଁଆ ର କଥା ନୁହେଁ ଖୋଦ ଜଳେଶ୍ବର ମୁନସିପାଲଟିର ୧୬ ନମ୍ବର ଓ୍ଵାର୍ଡ ମଣିପଟଣା ଗାଁଆ ର କଥା। ଦୁଇ ଦିନ ତଳେ ଜଳେଶ୍ବର-ଚନ୍ଦନେଶ୍ଵର ରାସ୍ତାର ତାଳବଣିଆ…

ସରକାରୀ କୃମି ଔଷଧ ସେବନ କରି ସ୍କୁଲ ଛାତ୍ରଛାତ୍ରୀ ଅସୁସ୍ଥ

ଆଜି ବିଦ୍ୟାଳୟରେ ବଣ୍ଟା ଯାଇଥିବା କୃମି ଔଷଧ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ। ସେମାନଙ୍କ ମଧ୍ୟରୁ ଅତି ଗୁରତରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ତଳମୂଳ ନୂଆସାହିରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର…

ଢେଙ୍କାନାଳ ସାଂସଦଙ୍କ ଆନ୍ଦୋଳନ ଚେତାବନୀ, କାରଣ ଖରାପ ରାଜରାସ୍ତା ଏବଂ ନାଲକୋ ପାରିପାର୍ଶ୍ବିକ ଗ୍ରାମ ରାସ୍ତା

ଆଜି ଅନୁଗୁଳରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ରାଜପଥ ୫୫ ର ସମ୍ପ୍ରସାରଣ କାମରେ ଠିକାଦାରଙ୍କ ବିଳମ୍ବ ଯୋଗୁଁ ଖରାପ ରାସ୍ତାରେ ଟ୍ରାଫିକ ଓ ଦୁର୍ଘଟଣାରେ ପ୍ରାଣ ହାନି ସମସ୍ୟା ନିତିଦିନିଆ ହେଇଯାଇ ଥିବାରୁ ଚିନ୍ତାବ୍ୟକ୍ତ କରିଥିଲେ।ତା ସହିତ ନବରତ୍ନ…

ପୂର୍ବ ଶତ୍ରୁତାରୁ ତିର ମାଡ଼

ଅନୁଗୁଳ ଜିଲ୍ଲାର ପାଲହଡା ଅଞ୍ଚଳରେ ତିର ମାଡରେ ଯମରଡ଼ିହ ଗ୍ରାମର ଗୁରୁ ଧୀବର ନାମକ ବ୍ୟକ୍ତି ଗୁରୁତର ହୋଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି।ପୂର୍ବ ଶତ୍ରୁତାରୁ ସେହି ଗ୍ରାମର ଜୁଲୁଙ୍ଗୁ ଚାତରଓ ତାର ସହଯୋଗୀ ମାନଙ୍କ ଦ୍ୱାରା ତିର ମାଡ଼ ଅଭିଯୋଗ।ପାଲହଡା ପୋଲିସ ର ତଦନ୍ତ…

ଭାରସାମ୍ୟ ହରାଇ ଓଲଟିଲା ବସ, ଜଣେ ମୃତ

ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ କତଡା ନୁଆଁସାହି ଯାଇକା ଢ଼ାବା ନିକଟରେ ଭାରସ୍ୟମ ହରାଇ ଓଲଟିଲା ସୁଲୁ ଯାତ୍ରୀବାହୀ ମିନି ବସ।ଜଣେ ମୃତ ଓ ୨୦ ଜଣ ଯାତ୍ରୀ ଆହତ।ମୃତକ ଜଣଙ୍କ ଆଠମଲ୍ଲିକ ଅଂଚଳର ନାରାୟଣ ସ୍ବାଇଁ।ମିନି ବସ ଟି ଆଠମଲ୍ଲିକ ରୁ ଅନୁଗୋଳ ଅଭିମୁଖେ ଆସୁଥିବା ବେଳେ ହଠାତ…

ଶଙ୍ଖ ଧରି ପୁରସ୍କୃତ ହେଲେ ଲୁଲୁ ବାବୁ, ନିଯୁକ୍ତ ହେଲେ ନିଗମ ଅଧ୍ୟକ୍ଷ

ଫୁଲ ଫୁଟେଇବା ପାଇଁ କଠୋର ପରିଶ୍ରମ କଲେ କିନ୍ତୁ ଫଳ ମିଳିଲା ଶଙ୍ଖ ଫୁଙ୍କିବା ପରେ।ଆପଣମାନେ ଠିକ ପଢୁଛନ୍ତି।ଆମେ ଏଠାରେ ଆଲୋଚନା କରୁଛୁ ଶ୍ରୀ ମୀନକେତନ ବା ଲୁଲୁ ଅମାନ୍ତଙ୍କ ବିଷୟରେ ଯିଏ ତାଙ୍କର ରାଜନୈତିକ ଜୀବନ ଆରମ୍ଭରୁ ବିଜେପି ସହ ଜଡିତ ହୋଇ ଦଳର ଶୂନ ସମୟରୁ ଚଳିତ ବର୍ଷ ର ନିର୍ବାଚନ…

ସଦା ଅଘଟଣ ଆଶଙ୍କାରେ ତାଳଚେର ବାସିନ୍ଦାଙ୍କ ଜୀବନ, ଫୁଣି ମାଟି ଧସି ପଚାଶ ଫୁଟ ତଳକୁ ଖସିଲା କୂଅ

ଅନୁଗୁଳ ଜିଲ୍ଲାର ତାଳଚେର ସହର ମ୍ୟୁନିସିପାଳିଟି ର ତେର ନମ୍ବର ୱାର୍ଡ ର ବାବୁଲାଲ କଲୋନୀରେ ରହୁଥିବା ଅବତାର ସିଂହଙ୍କ ଘର ପଛରେ ଥିବା ଏକ ନିତ୍ୟ ବ୍ୟବହୃତ କୂଅ ହଠାତ ମଙ୍ଗଳବାର ରାତ୍ରି ପ୍ରାୟ ନଅ ଟା ସମୟରେ ଭୀଷଣ ଶବ୍ଦ ସହ ପ୍ରାୟ ପଚାଶ ଫୁଟ ଗଭୀରକୁ ଧସିଗଲା।ଉକ୍ତ ଅଞ୍ଚଳ ତଳେ ଦେଉଳବେଡା…

ବର୍ଷାଋତୁ ଶେଷହେଲା, ବନ୍ୟା ଆରମ୍ଭ

ସମ୍ପ୍ରତି ଭୀଷଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଜଳ ନିଷ୍କାସନ ଫଳରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଘୋର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।କିଛି ପଂଚାୟତ ଯଥା କଣ୍ଟିଆଣି, ଚଣାଗଡି ଆଦିକୁ ଯୋଗାଯୋଗ ବିଛିନ୍ନ…

ବନବିଭାଗ ଦ୍ୱାରା ଜବତ ହେଲା ଚୋରା କାଠ

ଅନୁଗୁଳ ଜିଲ୍ଲାର ପାଲଲହଡା ରେଞ୍ଜ ରେ ବନ ବିଭାଗ କୁ ମିଳିଲା ବଡ ସଫଳତା।ନଗିରା ଅଞ୍ଚଳରୁ ଚୋରାରେ କାଠ ପଟା ଚାଲାଣ ସମୟରେ ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର କାଠ ପଟା ସମେତ ଦୁଇ ଗିରଫ ଏବଂ ସ୍କରପିଓ ଓ ବୋଲେରୋ ଜବତ।