Webportal
Browsing Category

Election

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ

ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଫଣ୍ଡା, ଦାୟିତ୍ୱରେ ରହିବେ ପିଏମ୍ ମୋଦି, ଶାହ ଓ ରାଜନାଥ। ଓଡ଼ିଶା ଦଖଲ ପାଇଁ ବିଜେପିର କ୍ଲଷ୍ଟର ଷ୍ଟ୍ରାଟେଜି। ଦାୟିତ୍ୱରେ ରହିବେ ଖୋଦ୍ ମୋଦି, ଶାହା ଓ ରାଜନାଥ। ମେଣ୍ଟ ନୁହେଁ, ଏକା ଲଢ଼ିବ ବିଜେପି। ଲୋକସଭା ନୁହେଁ, ଫୋକସରେ ବିଧାନସଭା। ଆଜି…
Read More...

ଦିଲ୍ଲୀ ମେୟର ପ୍ରାର୍ଥୀ ଶେଲୀ ଓବରୟ; ଘୋଷଣା କଲା ଆମ୍ ଆଦମୀ ପାର୍ଟି

ବିଜେପି ଠାରୁ ଦିଲ୍ଲୀ ମହାନଗର ନିଗମ ଛଢ଼ାଇ ଆଣିଥିବା ଆପ୍‌ ଆଜି ମେୟର ଓ ଡେପୁଟି ମେୟର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ପକ୍ଷରୁ ଶେଲୀ ଓବରୟଙ୍କୁ ଦିଲ୍ଲୀର ମେୟର ପ୍ରାର୍ଥୀ କରାଯାଇଥିବା ବେଳେ ମାଟିଆ ମହଲର ବିଧାୟକ ସୋଏବ ଇକବାଲଙ୍କ ପୁଅ ଆଲେ ମହମ୍ମଦ ଇକବାଲଙ୍କୁ ଡେପୁଟି ମେୟର ପ୍ରାର୍ଥୀ…
Read More...

ସମବାୟ ବ୍ୟାଙ୍କ ନିର୍ଦେଶକ ନିର୍ବାଚନରେ ନିଧିଙ୍କୁ ଅଣଦେଖା;ଢେଙ୍କାନାଳ ଓ ଅନୁଗୁଳ ବିଧାନସଭା ଆସନର ୨୦୨୪ ନିର୍ବାଚନୀ…

ଇତି ମଧ୍ୟରେ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ନିର୍ଦେଶକ ପଦବୀ ପାଇଁ ନିର୍ବାଚନ ସରିଯାଇଛି।ସନ୍ତୋଷ ପ୍ରଧାନ ନିଜ ଦଳର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କ ବିରୁଦ୍ଧରେ ୧୫-୦ ଭୋଟ ରେ ବିଜୟୀ ହୋଇଛନ୍ତି।ଏହାର ଅର୍ଥ ହେଲା ଶ୍ରୀ ମଲ୍ଲିକ ମଧ୍ୟ ନିଜ ଭୋଟ ଟି ସନ୍ତୋଷ ବାବୁଙ୍କୁ ଦେଇଛନ୍ତି…
Read More...

ଧାମନଗର ଉପନିର୍ବାଚନ: ୬୬.୬୩ ପ୍ରତିଶତ ମତଦାନ, ୫ ପ୍ରାର୍ଥୀଙ୍କ ଭାଗ୍ୟର ୬ରେ ଫଳାଫଳ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗୁରୁବାର ମତଦାନ ଶେଷ ହୋଇଛି।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମାର ଲୋହାନୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ସୁଦ୍ଧା ପ୍ରାୟ ୬୬.୬୩ ପ୍ରତିଶତ ମତଦାନ ହୋଇଥିବା ନେଇ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

୨୦୨୪ ସାଧାରଣ ନିର୍ବାଚନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କଲେ ରାହୁଲ ଗାନ୍ଧୀ

୨୦୨୪ରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ । ଏନେଇ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିଭିନ୍ନ ରାଜନୈତିକ ଦଳ ମାନେ ପରସ୍ପରକୁ ମାତ ଦେବା ପାଇଁ ଅଣ୍ଟା ଭିଡ଼ି ଛନ୍ତି । ସେପଟେ ବିଜେପି ହ୍ୟାଟ୍ରିକ ବିଜୟ ସହ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବିରୋଧୀ ଦଳ ମୋଦୀ ସରକାରଙ୍କୁ…
Read More...

ବିଜେପିର ଦୁଇରୁ ତିନି ବିଧାୟକ ଯଶୋବନ୍ତ ସିହ୍ନାଙ୍କୁ ଭୋଟ ଦେଇଛନ୍ତି : ତାରା ବାହିନୀପତି

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତେରେଛା ବାଣ ମାରିଛନ୍ତି। ଆମ ଦଳର ବିଧାୟକ ଯିଏକି ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ସେ ମର୍ଦ୍ଦପିଲା ଭଳି କହିଲେ। କିନ୍ତୁ ଗଣତନ୍ତ୍ର ସୁରକ୍ଷା ପାଇଁ ବିଜେପିର ଦୁଇରୁ…
Read More...

ରାଷ୍ଟ୍ରପତି ନିର୍ବାଚନରେ ଖୋଲାଖୋଲି ହେଲା କ୍ରସ୍ ଭୋଟିଂ

ରାଷ୍ଟ୍ରପତି ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ସେପଟେ ନିର୍ବାଚନ ପୂର୍ବରୁ ନିଜ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ରାଜନୈତିକ ଦଳ ନିଜ ବିଧାୟକ ଏବଂ ସାଂସଦଙ୍କୁ କହିଥିଲେ। ହେଲେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶାରୁ ନେଇ ଆସାମ ପର୍ୟ୍ୟନ୍ତ କ୍ରସ ଭୋଟିଂ…
Read More...

ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ବିଜେପିର ବୈଠକ; କମିଟି କୁ ମିଳିବ ଦାୟିତ୍ଵ

ଚଳିତ ବର୍ଷ ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଏ ବାବଦରେ ଆଜି ବିସ୍ତୃତ ଭାବେ ଆଲୋଚନା କରିବ କେନ୍ଦ୍ରର ଶାସକ ଦଳ ବିଜେପି । ଏଥିପାଇଁ ଦିଲ୍ଲୀରେ ଦଳ ପକ୍ଷରୁ ବୈଠକ ବସିବ ବୋଲି ଜଣାପଡିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହେବାକୁ…
Read More...

ରାଜ୍ୟସଭା ନିର୍ବାଚନ; ବିଜେପି ପ୍ରାର୍ଥୀଙ୍କୁ ଭୋଟ ନଦେଇ କ୍ରସ ଭୋଟିଂ କଲେ ବିଜେପି ବିଧାୟିକା

ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା ମିଳିଛି । ତେବେ ବିଜେପି ବିଧାୟିକା ଶୋଭା ରାନୀ ବିଜେପିର ପ୍ରାର୍ଥୀଙ୍କୁ ଭୋଟ ନ ଦେଇ କ୍ରସ ଭୋଟିଂ କରି କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଭୋଟ୍ ଦେଇଥିବାର କଥା ସାମ୍ନାକୁ ଆସିଛି । ସେପଟେ ରାଜସ୍ଥାନର ଢ଼ୋଲପୁରର ବିଧାୟିକା ଶୋଭା ରାନୀ ଦୀର୍ଘ ଦିନ…
Read More...