Webportal
Browsing Category

Latest News

ପୁଜା ଆରମ୍ଭରୁ ଅନୁଗୁଳ ରେ ଦିଶିଲା ପୋଲିସ ର ଗୁଣ୍ଡାରାଜ

ସବୁ ବର୍ଷ ପରି ଏଥର ବି ପୂଜା ଋତୁ ଆରମ୍ଭ ହୋଇଯାଇଛି। ଏହା ସହିତ ଆବଶ୍ୟକ ଟ୍ରାଫିକ କଟକଣା ମଧ୍ୟ ଲଗାଯାଇଛି।ଯାହାଦ୍ଵାରା ଜନଗହଳି ପୂର୍ଣ୍ଣ ସ୍ଥାନରେ ଯାନବାହନ ଚଳାଚଳରେ କଟକଣା ଦ୍ବାରା ସାଧାରଣ ଲୋକେ ଆରାମ ରେ ଚଳାଚଳ କରି ପୂଜା ଉପୋଭୋଗ କରି ପାରିବେ। ଏଥିପାଇଁ ଅନୁଗୁଳ ଏସପିଙ୍କ ଦ୍ବାରା…
Read More...

ଭକ୍ତଙ୍କୁ ଅଭଦ୍ର ବ୍ୟବହାର ଅଭିଯୋଗରେ ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

ଭକ୍ତଙ୍କୁ ଅଶ୍ଳୀଳ ଦୁର୍ବ୍ୟବହାର ଅଭିଯୋଗ ଘଟଣାରେ ଲିଙ୍ଗରାଜ ଥାନା ପୁଲିସ ୪ ଜଣ ସେବାୟତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର ଓ ପ୍ରକାଶ ବାଟୁ। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ତଥା ରାଜ୍ୟ ବାହାରୁ ଶ୍ରୀଲିଙ୍ଗରାଜ…
Read More...

ଅନୁଗୁଳରେ ୭୦ତ୍ତମ ସିନିୟର ରାଜ୍ୟ କବାଡି ଚମ୍ପିୟାନସିପ(ମହିଳା ଓ ପୁରୁଷ)

ରାଜ୍ୟରେ ହକି ମହାକୁମ୍ଭ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଜିଲା ମାନଙ୍କରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏନେଇ ଅନୁଗୁଳ ସହରରେ ମଧ୍ୟ ଜୋରଦାର ମୁକାବିଲା ଦେଖିବାକୁ ମିଳିବ। ଅନେକ ପ୍ରତିଭାବାନ ମହିଳା ଓ ପୁରୁଷ କବାଡି ଖେଳାଳିଙ୍କୁ ଦେଖିବ ଅନୁଗୋଳ। ଦୀର୍ଘ…
Read More...

ଅନୁଗୁଳ ପୌରପାଳିକା କର୍ମଚାରୀଙ୍କ ନିଆରା ଢଙ୍ଗରେ ଅମୃତ ମହୋତ୍ସବ ପାଳନ

ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି।ଅନୁଗୁଳ ପୌରପାଳିକା ଏଥିରୁ ବାଦ ଯାଆନ୍ତା କେମିତି। ସଫେଇ ବା ଅଳିଆ ଉଠାଇବାକୁ ମାସିକ ଫିସ ସହର ବାସୀଙ୍କ ପାଖରୁ ଆଦାୟ କରାଯାଉଛି।ଅଳିଆ ଠିକ ଭାବେ ଉଠୁଛି କି ନା ଏହା ତ ସ୍ଥାନୀୟ ବାସିନ୍ଦା ଭଲ ଭାବେ ଜାଣିଛନ୍ତି।ଏହା ଉପରେ ଏକ…
Read More...

ଜମ୍ମୁ-କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକ ମଧ୍ୟ ସେଠାରେ ଭୋଟ ଦେଇ ପାରିବେ: ନିର୍ବାଚନ କମିଶନ

ଜମ୍ମୁ-କାଶ୍ମୀରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ଏହା ପୂର୍ବରୁ ନିର୍ବାଚନ କମିଶନ ଏକ ବଡ ଘୋଷଣା କରିଛନ୍ତି । ଜମ୍ମୁ-କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ ହୃଦେଶ କୁମାର ସୂଚନାଦେଇ କହିଛନ୍ତି ଯେ, କାଶ୍ମୀରରେ ରହୁଥିବା ବାହାର ରାଜ୍ୟର ଲୋକେ ମଧ୍ୟ ଏଠିକାର…
Read More...

ବନ୍ଦ ହେବ ମାଗଣା ଖାଦ୍ୟ ଯୋଜନା ?

ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା…
Read More...

ନୂଆ ସଂସଦ ଭବନରେ ହୋଇପାରେ ଏ ବର୍ଷର ଶୀତ ଅଧିବେଶନ

ଚଳିତ ବର୍ଷ ଲୋକସଭାର ଶୀତକାଳୀନ ଅଧିବେଶନ ନୂତନ ସଂସଦ ଭବନରେ ବସିପାରେ ବୋଲି ଶନିବାର ଦିନ ବାଚସ୍ପତି ଓମ୍‌ ବିର୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି। ବିର୍ଲା କହିଛନ୍ତି ଯେ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛୁ। ନୂଆ ସଂସଦ ଭବନହିଁ ଆତ୍ମନିର୍ଭର ଭାରତର…
Read More...

ଘରଭଡା ସୁଜିବା ପାଇଁ ରାଗରେ ନିଜ ଛୁଆକୁ ଛାଡିଦେଲେ ଜନ୍ମଦାତା; ପରେ ଫେରାଇଆଣିବା ପାଇଁ ଥାନାରେ ଅଭିଯୋଗ କଲେ

ଥମୁନି ଛାତିର କୋହ, ଶୁଖୁନି ଆଖିର ଲୁହ । ଛୁଆକୁ ଖୋଜି ଖୋଜି ରାହା ଧରି କାନ୍ଦି କାନ୍ଦି ଧୈର୍ଯ୍ୟହରା ହୋଇପଡ଼ୁଛନ୍ତି ମାଆ  । ନିଜ ଜନ୍ମ କଲା ଝିଅକୁ ପାଇବା ପାଇଁ  ସମସ୍ତଙ୍କ ଆଗରେ ହାତଯୋଡି ନେହୁରା ହେବାକୁ ପଡୁଛି । ନଅ ବର୍ଷର ଝିଅକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଦୌଡ଼ି ଦୌଡ଼ି ନିରାଶ…
Read More...

କେନ୍ଦ୍ର ମନ୍ତ୍ରୀଙ୍କ ଘୋଷଣା, ରୋଡରେ ବେଆଇନ ପାର୍କ କରିଥିବା ବାହନର ଫଟୋ ପଠାଇଲେ ମିଳିବ ୫୦୦ ଟଙ୍କା

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଜାତୀୟ ରାଜମାର୍ଗ ନିୟମ ଅଣଦେଖା କରି ସଡ଼କ ଉପରେ ବେଆଇନ ଗାଡି ପାର୍କ କରୁଥିବା ଲୋକଙ୍କ ଉପରେ କଟକଣା ଲାଗୁ ହେବ ବୋଲି ଗୁରୁବାର କହିଛନ୍ତି। ଏପରି ବାହନ ଛିଡା କରିଥିବା ମାଲିକଙ୍କ ଉପରେ ଏଣିକି ଜରିମନା କରାଯିବ ବୋଲି ମନ୍ତ୍ରୀ…
Read More...

ହାତୀ କୋରିଡର ସଫଳ କରିବାରେ ବିଫଳ ବନବିଭାଗ; ଫୁଣି ଏକ ମୂଲ୍ୟବାନ ଜୀବନ ନେଲା ହାତୀ

ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର ଦେବତା । ସୂଚନା ଅନୁସାରେ ଯୋଗେଶ୍ୱର ସବୁଦିନ ଭଳି ଆଜି ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ । ହେଲେ ଗାଁ ମୁଣ୍ଡରେ ମୃତ୍ୟୁ ଯେମିତି ଛକି ରହିଥିଲା । ଭୋର ପ୍ରାୟ…
Read More...