ପାଟକମୁଣ୍ଡାରେ ହାତୀ ଉପଦ୍ରବ ; ଗଛରେ ଚଢି ଜୀବନ ବଞ୍ଚାଇଲେ ବନ କର୍ମଚାରୀ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ। ବର୍ଷା ଯୋଗୁଁ ଚାଷ ବିଳମ୍ବ ହେଉଥିବା ବେଳେ ହାତୀ ପଲ ଧାନ ବିଲରେ ପଶି ଧାନ ତଳି ନଷ୍ଟ କରୁଛି। ଗାଁରେ ପଶି ଘର ଭାଙ୍ଗି ଭାତ ଖାଇ ଯାଉଛି, ଯାହାଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗୁଛି। ସନ୍ଧ୍ୟା ହେଲେ ଗାଁକୁ ପଶି…
Read More...
Read More...