Webportal
Browsing Category

International

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର

ନିଖୋଜ ହେବାର ୪୦ ଦିନ ପରେ ଆମାଜନ ଜଙ୍ଗଲରୁ ୪ ଭାଉଭଉଣୀ ଉଦ୍ଧାର।ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୪ ଭାଉଭଉଣୀଙ୍କ ବୟସ ୧୩, ୯, ୪ ବର୍ଷ ଓ ୧୧ ମାସ।ସମସ୍ତେ ଜୀବୀତ ଥିବା ବେଳେ ଦୁର୍ବଳ ହୋଇ ଯାଇଥିବାରୁ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଆମାଜନ ପରି ଜଙ୍ଗଲରେ…
Read More...

ଖାଦ୍ୟରେ ଲୁଣ କ‌ମ୍‌ କରି ୨୦୩୦ ମସିହା ସୁଦ୍ଧା ୭୦ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରୋକା ଯାଇପାରିବ: ବିଶ୍ଵ ସ୍ୱାସ୍ଥ୍ୟ…

ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବାକୁ ଆମକୁ ଅଧିକାଂଶ ସମୟରେ ପରାମର୍ଶ ଦିଆଯାଇଥାଏ। କମ୍‌ ଲୁଣ ଖାଇବା ଶରୀର ପାଇଁ ଭଲ ବୋଲି ଆମେ ସମସ୍ତେ ଜାଣନ୍ତି। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏକ ରିପୋର୍ଟରେ ପ୍ରକାଶ କରିଛି ଯେ ୨୦୨୫ ସୁଦ୍ଧା ୩୦ ପ୍ରତିଶତ ଲୁଣ ସେବନ କମ୍‌ କରିବାର…
Read More...

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ : ରିପୋର୍ଟ

ଗାମ୍ବିୟାରେ କଫ୍‌ ସିରପ୍‌ ପିଇ ଶିଶୁ ମୃତ୍ୟୁ ଘଟଣାରେ ଭାରତୀୟ ଔଷଧ ନିର୍ମାତା କମ୍ପାନୀ ଦାୟୀ । ଏଭଳି ଏକ ରିପୋର୍ଟ ପ୍ରକାଶ କରିଛି ଆମେରିକାରର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି)। ତଦନ୍ତରେ ଗାମ୍ବିୟାର ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଅଧିକାରୀମାନେ ମଧ୍ୟ ସାମିଲ ଥିଲେ ।…
Read More...

ମିଛ ଖବରର ପ୍ରସାରଣ ଯୋଗୁଁ ସତ ବଳିପଡୁଛି’: ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ

ଆମେ ଏପରି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା ହେଲେ…
Read More...

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା

କୋଭିଡ ଟିକା ‘ସ୍ପୁଟନିକ ଭି’କୁ ପ୍ରସ୍ତୁତ କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍‌ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମସ୍କୋରେ ଥିବା ତାଙ୍କ ବାସଭବନର ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ଗଳାକୁ ବେଲ୍ଟରେ ବାନ୍ଧି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ରୁଷ…
Read More...

ଗୁଜୁରାଟ ଦଙ୍ଗାକୁ ନେଇ ବିବିସିର ବିବାଦୀୟ ଡକ୍ୟୁମେଣ୍ଟାରି: ମୋଦୀଙ୍କ ସପକ୍ଷରେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବିସିର ଡକ୍ୟୁମେଣ୍ଟାରିକୁ ନେଇ ବଢ଼ିବାରେ ଲାଗିଛି ବିବାଦ। ୨୦୦୨ର ଗୁଜୁରାଟ ଦଙ୍ଗାକୁ ନେଇ ବିବିସି ପ୍ରସ୍ତୁତ କରିଥିବା ଏହି ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଦେଖାଦେଇଛି। ଏହି ଡକ୍ୟୁମେଣ୍ଟାରିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ଭାରତର…
Read More...

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ଆମେରିକା ସୁନ୍ଦରୀ ୱନି ଗେବ୍ରିଏଲ

ଆମେରିକାରେ ୭୧ତମ ମିସ୍ ୟୁନିଭର୍ସ (Miss Universe 2022) ଆୟୋଜିତ ହୋଇଛି। ଏହି ପ୍ରତିଯୋଗିତାରେ ଆମେରିକାର R’Bonney Gabriel ବିଜୟ ମୁକୁଟ ଜିତିଛନ୍ତି। ମିସ୍ ୟୁନିଭର୍ସ ୨୦୨୧ ଥିବା ଭାରତର ହରନାଜ ସିନ୍ଧୁ (Harnaz Sandhu/)ତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। ଏଥିରେ ପ୍ରଥମ ରନର୍ ଅପ୍…
Read More...

ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ: ହୁ ହୁ ହୋଇ ଜଳିଗଲା

ନେପାଳର ପୋଖରା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ୬୮ ଯାତ୍ରୀ ଥିବା ବିମାନ | ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଯାତ୍ରୀବାହୀ ବିମାନଟି ଆଖିପିଛୁଳାକେ ହୁତୁହୁତୁ ହୋଇ ଜଳିଯାଇଛି। ବିମାନରେ ମୋଟ ୬୮ ଜଣ ଯାତ୍ରୀ ଓ ୪ ଜଣ କ୍ରୁ ସଦସ୍ୟ ଥିଲେ। ଉଦ୍ଧାର କାର୍ଯ୍ୟ ଜାରି…
Read More...

ଫିଫା ବିଶ୍ବକପ୍‌-୨୨:ତୃତୀୟ ଥର ପାଇଁ ଆର୍ଜେଣ୍ଟିନା ବିଶ୍ବ ବିଜେତା, ଫ୍ରାନ୍ସକୁ ହରାଇ ଇତିହାସ ରଚିଲା

ଫିଫା ବିଶ୍ବକପ୍‌-୨୦୨୨ର ଫାଇନାଲ ମ୍ୟାଚ୍‌ରେ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଛି। ଶେଷ ପର୍ଯ୍ୟାୟରେ ଫ୍ରାନ୍ସର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ ବି ପରାସ୍ତ ହୋଇଛନ୍ତି। ପେନାଲ୍ଟି ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ମ୍ୟାଚ ଜିତିଛି। ୩୬ ବର୍ଷ ପରେ ଆର୍ଜେଣ୍ଟିନା ଇତିହାସ…
Read More...

କାନାଡାରେ ଭାରତୀୟଙ୍କ ଉପରେ ବଢ଼ୁଛି ଘୃଣା ଅପରାଧ; ସାବଧାନ ରହିବାକୁ ପରାମର୍ଶ ଜାରି ହେଲା

କାନାଡାରେ ଅପରାଧ ଏବଂ ଭାରତ ବିରୋଧୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଏବେ ଭାରତ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ପରିପ୍ରେକ୍ଷୀରେ କାନାଡାରେ ରହୁଥିବା ଭାରତୀୟ ନାଗରିକ ଏବଂ ପଢ଼ୁଥିବା ଛାତ୍ରମାନଙ୍କୁ ସତର୍କ ରହିବାକୁ ଭାରତ ସରକାରଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ (ଏମଇଏ)…
Read More...