Webportal

ଢେଙ୍କାନାଳ ଲୋକସଭା ଆସନରୁ ବିଜେପିର କିଏ ପ୍ରାର୍ଥୀ : ରୁଦ୍ର ପାଣି ନା ଖୋଦ ଧର୍ମେନ୍ଦ୍ର

ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ନିର୍ବାଚନ ପାଇଁ ଢେଙ୍କାନାଳ ସଂସଦୀୟ ଆସନରୁ ପ୍ରାର୍ଥୀ ଖୋଜିବା ବିଜେପି ପାଇଁ ମୁଣ୍ଡବ୍ୟଥା ବଢାଇ ଦେଇଛି। ପୂର୍ବରୁ ଜାତୀୟ ସ୍ତରର ହେବିୱେଟ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି…

ପ୍ରତାପ ପ୍ରଧାନଙ୍କ ବିଧାୟକ ହେବା ପଥରେ କଣ୍ଟା ତାଙ୍କରି ଆର୍ଥିକ ସ୍ୱଚ୍ଛଳ ସାଥୀ

ପ୍ରତାପ ପ୍ରଧାନ ବା ନିଲୁ! ଏହି ନାଁଟି ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅତି ଜଣାଶୁଣା ଥିବା ସହିତ ସଧାରଣ ଲୋକେ ଅତି ଆଦରର ସହିତ ନିଅନ୍ତି। କାରଣ ପ୍ରତାପ ବିଗତ ଦିନରେ ବାରମ୍ବାର ପୌର ନିର୍ବାଚନ ଜିତି କାଉନସିଲର ରହି ଆସିଥିବା ବେଳେ ଅତି ଉତ୍ତମ ଲୋକସଂପର୍କ ରଖି ଆସୁଥିଲେ। ସେ…

ଅନୁଗୁଳ ସିଟିଜେନ ପକ୍ଷରୁ ଅଲ ଇଣ୍ଡିଆ ଭଲିବଲ କପ ୨୦୨୪ ଉଦଯାପିତ

ଅନୁଗୁଳ ସିଟିଜେନ ପକ୍ଷରୁ ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଚାଲିଥିବା (ପ୍ରାଇଡ଼ ଫର୍ ପବିତ୍ର ମୋହନ) ଦୁଇ ଦିନିଆ ଅଲ ଇଣ୍ଡିଆ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି।ପ୍ରଥମ ଦିନରେ ଅନୁଗୁଳ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ ୮ ଟି ଟିମ ଅଂଶଗ୍ରହଣ କରିଥିଲେ | ପ୍ରଥମ…

ଅନୁଗୁଳ ସିଟିଜେନ ପକ୍ଷରୁ ପ୍ରାଇଡ ଫର ପବିତ୍ର ମୋହନ ସର୍ବ ଭାରତୀୟ ଭଲିବଲ କପ ୨୦୨୪

ଅନୁଗୁଳ ସିଟିଜେନ ପକ୍ଷରୁ (ପ୍ରାଇଡ ଫର୍ ପାବିତ୍ରମୋହନ) ସର୍ବଭରତୀୟ ଭଲିବଲ କପ ୨୦୨୪ ଅନୁଷ୍ଠିତ ହେବ || ଦୁଇଦିନ ଧରି ଆସନ୍ତା ଫେବୃୟାରୀ ୨୪ ଓ ୨୫ ତାରିଖରେ ବାସନ୍ତୀ ଦୁର୍ଗାପୂଜା ପଡିଆ ଠାରେ ଏହି ଭଲିବଲ କପ ଅନୁଷ୍ଠିତ ହେବ || ପ୍ରଥମ ଦିନରେ ଅନୁଗୋଳ ଜିଲ୍ଲା ତଥା ରାଜ୍ୟରୁ ୮ ଟି ଟିମ ଅଂଶ…

ରୂପାଦିପ୍ତା ମହାପାତ୍ର; ଅନୁଗୁଳ ବିଧାନସଭା ଆସନରୁ କଂଗ୍ରେସର ସମ୍ଭାବିତ ଯୋଗ୍ୟ ପ୍ରାର୍ଥୀ

୨୦୧୧ ମସିହାରୁ ଭାରତୀୟ ଜାତୀୟ କଂଗ୍ରେସ ଦଳର ସକ୍ରିୟ ସଦସ୍ୟା ଥାଇ ରାଜ୍ୟ ରାଜନୀତିରେ ସଦା ସକ୍ରିୟ ରୂପାଦିପ୍ତା ମହାପାତ୍ର ଏଥର ଅନୁଗୁଳ ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ଟିକଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଶାବାଦୀ ଅଛନ୍ତି। କଂଗ୍ରେସର ଅନଲାଇନ ପ୍ରକ୍ରିୟାରେ ମଧ୍ୟ…

ଭାରତ ବନ୍ଦ ଡାକରା; ଏକ ରହସ୍ୟ

ଆସନ୍ତା ୧୬ ତାରିଖରେ କୃଷକ ମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହା ଦ୍ବାରା ରାଜସ୍ବ ଅନେକ ମାତ୍ରାରେ ଦେଶର କ୍ଷତି ହେବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସବୁଠାରୁ ମୁଖ୍ୟ କଥା ହେଲା ଛାତ୍ର ଛାତ୍ରୀ ମାନଙ୍କର ସେହିଦିନ ବୋର୍ଡ ଓ ବାର୍ଷିକ ପରୀକ୍ଷା ଦେଶସାରା ଚାଲିବାର ସମୟ…

ପୂର୍ତ୍ତବିଭାଗ ଅଧିକାରୀ ମାଲାମାଲ; ସରକାର କାଙ୍ଗାଳ

ପୂର୍ତ୍ତବିଭାଗ ଅଧିକାରୀ ମାଲାମାଲ । ସରକାର କାଙ୍ଗାଳଏମିତି ହେଉଛି ଅନୁଗୁଳ ସହର ରେ ରାସ୍ତା ମରାମତି। ଏ ଖବର ପଢ଼ିଲେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଭାବରେ ଗରମ ହେଇଯିବ। ଆଉ ଯଦି ଅନୁଗୁଳ ସହର ଭିତରେ ସଦ୍ୟ ମରାମତି ହେଇଥିବା ରାସ୍ତାର ଅବସ୍ଥା ଦେଖିବେ ତେବେ ଆପଣ ଚିନ୍ତା କରିବାକୁ ବାଧ୍ୟ ହେବେ…

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ; ୨୭ ପ୍ରସ୍ତାବ ମଞ୍ଜୁର

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି।କ୍ୟାବିନେଟ ବୈଠକରେ ୨୭ ପ୍ରସ୍ତାବ ମଞ୍ଜୁର।୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର। ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା। ମିଳିବ ୧୦୦୦ ଟଙ୍କା ସହ ୨ଟି ଝୋଟ ବ୍ୟାଗ। ୯୫.୯୦ ଲକ୍ଷ ପରିବାର ହେବେ ଉପକୃତ। ଖର୍ଚ୍ଚ…

ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଟ, କିସ ପକ୍ଷରୁ ଅନୁଗୁଳ ଗଣଦୌଡ଼

ସମସ୍ତଙ୍କ ପାଇଁ ଶିକ୍ଷା ନେଇ କିଟ, କିସ ପକ୍ଷରୁ ଅନୁଗୁଳ ଗଣଦୌଡ଼ | ଅନୁଗୁଳ ଜିଲ୍ଲା ରେ କିଟ, କିସ ପକ୍ଷରୁ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ନେଇ ଗଣ ଦୌଡ଼। କିଟ୍‍ ଓ କିସ୍‍ ପକ୍ଷରୁ ରବିବାର ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି। ଏହି ମିନି ମାରାଥନ୍‍…

ଆଜି ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଚନ୍ଦ୍ର

ଆଜି ଅଯୋଧ୍ୟାର ରାମ ମନ୍ଦିରରେ ବିରାଜିବେ ପ୍ରଭୁ ରାମଚନ୍ଦ୍ର ।ଦିନ ୧୦:୩୦ ମିନିଟ୍‌ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଦିନ ୧୧ ଟାରୁ ୧୨ ତାଙ୍କ ପାଇଁ ସ୍ବତନ୍ତ୍ର ସମୟ ରହିଛି ।ଅପରାହ୍ନ ୧୨ଟା ୧୫ ମିନିଟରୁ ୧୨ଟା ୪୫ ମିନିଟ୍ ମଧ୍ୟରେ ପ୍ରଭା ରାମଚନ୍ଦ୍ରଙ୍କ…