Webportal
Browsing Category

News In Short

ଟାଙ୍ଗିଆ ଚୋଟରେ ଦୁଇ ଭାଇ ଗୁରୁତର

ଅନୁଗୁଳ ବ୍ଲକ ବନ୍ତଳା ଥାନା ତଳଗଡ଼ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ଚୋଟରେ ଦୁଇ ଭାଇ ଗୁରୁତର ହୋଇ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି। ଆହତ ହୋଇଥିବା ଦୁଇଭାଇ ହେଲେ ସୁମନ୍ତ ଝାଙ୍କର (୩୭) ଓ ଶ୍ରୀକାନ୍ତ ଝାଙ୍କର (୩୨)।
Read More...