ଦିଲ୍ଲୀରେ ବଡ଼ ଅଘଟଣ: ୫ ମହଲା ପିଜି କୋଠା ଭୁଶୁଡ଼ି ୪୦ରୁ ଉର୍ଦ୍ଧ୍ୱ ଛାତ୍ର ଚାପି ହୋଇଥିବା ଆଶଙ୍କା, ଉଦ୍ଧାର ୮ଜଣରୁ ୩…
ରାଜଧାନୀ ଦିଲ୍ଲୀର ସାଉଥ୍ କ୍ୟାମ୍ପସ ନିକଟସ୍ଥ ସତ୍ୟ ନିକେତନ ଅଞ୍ଚଳରେ ରବିବାର ଅପରାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। ''ହଷ୍ଟେଲ୍ ଡେଜ୍'' ନାମକ ଏକ ୫ ମହଲା ବାଳକ ପିଜି କୋଠା ହଠାତ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାରୁ ଏହାର ଧ୍ୱଂସାବଶେଷ ତଳେ ୪୦ରୁ ୫୦ ଜଣ ଛାତ୍ର ଚାପି ହୋଇ ରହିଥିବା ଆଶଙ୍କା…
Read More...
Read More...