ଅନୁଗୋଳ ପୋକ୍ସୋ (POCSO) କୋର୍ଟଙ୍କ ଦ୍ୱାରା ଦୋଷୀକୁ କଠୋର କାରାଦଣ୍ଡ ଓ ଜରିମାନା
ଜଣେ ବାପା ନିଜ ନାବାଳିକା ଝିଅର ଫଟୋ କୁ ଜୈନିକ ବ୍ୟକ୍ତି ସାମାଜିକ ଗଣମାଧ୍ଯମ ରେ ପ୍ରସାର କରିବାର ଅଭିଯୋଗ ତାଳଚେର କଲିଏରୀ ଥାନାରେ ୨୦୨୦ ମସିହାରେ କରିଥଲେ। ଯାହାର ରାୟ ସରକାରୀ ଓକିଲଙ୍କ ସଫଳ ମାମଲା ପରିଚାଳନା ଫଳରେ ଆଜି ପ୍ରକାଶ ପାଇଛି।ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ପୋକ୍ସୋ…
Read More...
Read More...