Webportal
Browsing Category

Crime

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା

ଲକ୍ଷ୍ମୀପ୍ରିୟାପୁର ଡକାୟତି ମାମଲାରେ ଅନୁଗୁଳ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଲତା।୯ ଗିରଫ ସହିତ ପିସ୍ତଲ,ମୋବାଇଲ, ଟଙ୍କା,ବାଇକ, କାର, ସୁନା ଓ ରୁପା ଆଦି ଜବତ।ନଭେମ୍ବର ୨୫ତାରିଖ ସୋମବାର ରାତି ୮ଟା ସମୟରେ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଲକ୍ଷ୍ମୀପ୍ରିୟାପୁର ଗାଁ ର ବିଜୟ ସାହୁ…
Read More...

ବିଜେଡି କର୍ମୀଙ୍କ ଦ୍ଵାରା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି

ବିଜେଡି କର୍ମୀଙ୍କ ଦ୍ଵାରା ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ର ୨୪ ଘଣ୍ଟା ପରେ ମଧ୍ୟ ପୋଲିସ ହାତ ଖାଲି।ସୋମବାର ଦିନ ରାଜ୍ୟ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ଦ୍ଵାରା ଅନୁଗୁଳ ଜିଲ୍ଲା ପାଳଲହଡା ଅଂଚଳରେ ଉଦଘାଟିତ ହେବାକୁ ଥିବାବିଭିନ୍ନ ପ୍ରକଳ୍ପ ର ଫଳକ କୁ ଭାଙ୍ଗିଥିଲେ…
Read More...

ଛୁରୀ ଭୂଷି ଯୁବକ ଙ୍କୁ ହତ୍ୟା

ଛୁରୀ ଭୂଷି ଯୁବକ ଙ୍କୁ ହତ୍ୟା।ଗତ କାଲି ଆଠମଲ୍ଲିକ ଅଞ୍ଚଳର କର୍ମା ପୂଜାରେ ଏକ ଅଘଟଣ ଘଟି ଯାଇଛି। କିଶୋର ନଗର ଅଞ୍ଚଳର ଦୁଇ ଜଣ ଯୁବକ ଆଠମଲ୍ଲିକ ସହର କୁ କର୍ମା ପୂଜା ଦେଖି ଯାଇଥିଲେ। ଉଭୟ ହେଲେ ବାରଷା ମିର୍ଦ୍ଧା (୨୫) ଏବଂ ତାଙ୍କର ମଉସା ଅନୁଗୁଳ ଅଞ୍ଚଳର ବାପୁନ ବେହେରା ।ଉଭୟ ଆଠମଲ୍ଲିକ…
Read More...

ରଙ୍ଗୀଲା ନକଲି ପୁଲିସ୍‌ ଇନ୍ସପେକ୍ଟରଙ୍କୁ ବାନ୍ଧିଛି ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌

ବୟସ ୫୫, ଦୁଇଥର କରିଛନ୍ତି ବିବାହ, ୨୫ ବର୍ଷର ପୁଅ ଟିଏ ରହିଛି।ହେଲେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ପୁଣି ଜଣେ ଯୁବତୀଙ୍କୁ ବିବାହ କରିଥିଲେ।ଦୁଇ ଜଣଙ୍କୁ ବିବାହ କରିବା ପରେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହି ଫେସ୍‌ବୁକ୍‌ରେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ଆଉ ପରବର୍ତ୍ତୀ ସମୟରେ…
Read More...

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ

CHSE ପିଅନ ଚାକିରିରୁ ରେକର୍ଡ ସପ୍ଲାଏର ହୋଇଥିବା କର୍ମଚାରୀଙ୍କ ପୁଳାପୁଳା ବେନାମୀ ସମ୍ପତ୍ତି ଠାବ।ଆଉ ୩ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଆଜି ଅଚାନକ ମାଡ଼ି ବସିଲା ଭିଜିଲାନ୍ସ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)ରେ ରେକର୍ଡ ସପ୍ଲାଏର ଥିବା ପୁରେନ୍ଦ୍ର କୁମାର ସେଠୀଙ୍କ…
Read More...

ଭାରତ ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ

ବନ୍ଦ ବାହାନାରେ ଅନୁଗୁଳ ସହରରେ ଆତଙ୍କରାଜ।କି କାମକୁ ଗଣତନ୍ତ୍ର ଓ କି କାମକୁ ପୋଲିସ।ବନ୍ଦ ପାଳନ ପାଇଁ ଅପର୍ଯ୍ୟାପ୍ତ ଅର୍ଥ ଦେଉଛି କିଏ।ଯଦି ବିଶ୍ଵର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ବୋଲାଉଥିବା ଆମ ଦେଶରେ ସାଧାରଣ ଲୋକଙ୍କୁ ଗାଳି ଆଉ ମାଡ଼ ମାରି ବନ୍ଦ ପାଳନ କରାଯାଉଛି ଓ ପୋଲିସ ଏକଦମ ଚୁପ…
Read More...

ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ

ବ୍ରହ୍ମପୁରରେ ସମ୍ପର୍କୀୟ ଭାଇର ଛୁରାମାଡ଼ରେ ଭଉଣୀ ମୃତ।ବଡ଼ବଜାର ଥାନା ସପ୍ତମ ଗଳିରେ ଘରେ ଶ୍ରାଦ୍ଧ ଦିଆଯିବା ବେଳେ ଅଘଟଣ।ଛୁରାମାଡ଼ରେ ୧୩ ବର୍ଷର ଭଉଣୀ ମୃତ, ଅନ୍ୟ ଜଣେ ଭାଇ ଗୁରୁତର।ଛୁରାମାଡ଼ର କାରଣ ଅସ୍ପଷ୍ଟ, ଗୁରୁତର ଭୁବନେଶ୍ୱର ସ୍ଥାନାନ୍ତର।୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ…
Read More...

କଇଁଚି ଭୂଷି ଜଣ ଙ୍କୁ ହତ୍ୟା

ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବଅଁରପାଳ କଲେଜ ନିକଟରେ ଥିବା ଏକ ଦୁଇ ମାହଲା ଘରୁ ବଅଁରପାଳ ପୋଲିସ ଜଣେ ବ୍ୟକ୍ତି ଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଧାର୍ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି। ସୂଚନା ଯେ, ଯାଜପୁର ରୋଡ ଅଞ୍ଚଳର ମଧୁ ସୁଦନ ନାୟକ ବଅଁରପାଳ…
Read More...

ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ ଜେଲ ସହ ୩୫ ହଜାର ଜରିମାନା

ଦୀର୍ଘ ୮ ବର୍ଷ ତଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି । କୁଜଙ୍ଗ ବାମଦେଇପୁରର ମକର ମଳିକକୁ ଜଗତସିଂହପୁର ଫାଷ୍ଟ ଟ୍ରାକ ବିଚାରପତି ଅଜୟକୁମାର ମହାନ୍ତିଙ୍କ କୋର୍ଟ ଦୋଷୀ ସାବ୍ୟସ୍ତ କରିବାସହିତ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୩୫ ହଜାର ଟଙ୍କା ଜୋରିମାନା ପାଇଁ…
Read More...

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ

ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ ୫ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ। ନିଶା ଦେଇ ଦୁଇ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦିଆ ଯାଇଥିବା ଭଳି ଏକ ସମ୍ବେଦନଶୀଳ ଘଟଣାର ତଦନ୍ତ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅନୁଗୁଳ ସହର ରେ ମଙ୍ଗଳବାର ରାତିରେ ପିସିଆର୍ ଭ୍ୟାନର…
Read More...