ନୂଆ ସଂସଦ ଭବନରେ ହୋଇପାରେ ଏ ବର୍ଷର ଶୀତ ଅଧିବେଶନ
ଚଳିତ ବର୍ଷ ଲୋକସଭାର ଶୀତକାଳୀନ ଅଧିବେଶନ ନୂତନ ସଂସଦ ଭବନରେ ବସିପାରେ ବୋଲି ଶନିବାର ଦିନ ବାଚସ୍ପତି ଓମ୍ ବିର୍ଲା ସାମ୍ବାଦିକମାନଙ୍କୁ କହିଛନ୍ତି।
ବିର୍ଲା କହିଛନ୍ତି ଯେ ନୂଆ ସଂସଦ ଭବନରେ ଶୀତକାଳୀନ ଅଧିବେଶ ଆରମ୍ଭ କରିବା ପାଇଁ ଉଦ୍ୟମ କରୁଛୁ। ନୂଆ ସଂସଦ ଭବନହିଁ ଆତ୍ମନିର୍ଭର ଭାରତର…
Read More...
Read More...