Webportal

ପାକିସ୍ତାନ ର ଆବେଦନ ଜାତିସଂଘ ରେ ଖାରଜ

ଧାରା ୩୭୦ ପ୍ରତ୍ୟାହାର ପରେ ଜାତିସଂଘର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ।କିନ୍ତୁ ଏହାକୁ ଜାତିସଂଘ ସିଧାସଳଖ ଖାରଜ କରିଦେଇଛି।ଧାରା ୩୭୦ ପ୍ରତ୍ୟାହାର ବିଷୟରେ ଦୁଇ ଦେଶ ନିଜ ଭିତରେ ଆଲୋଚନା କରିପାରନ୍ତି।ଏହା ଜାତିସଂଘ କୁ ଆଣିବାର କୌଣସି ଯଥାର୍ଥ ନାହିଁ।ଏଥିରୁ ଭାରତର ବିଜୟକୁ ବିଶ୍ୱ ସ୍ତରରେ…

ଶାଶୁକୁ ଗାଁ ଦାଣ୍ଡରେ ଘୋଷାଡି ମାରିଲା ବହୁ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ଗେହ୍ଲେଇ କାଟେଣୀ ଗ୍ରାମ ରେ ଗତକାଲି ଅପରାହ୍ନରେ ଘଟିଥିବା ଶାଶୁ କୁ ବୋହୂର ଅକଥନୀୟ ନିର୍ଯାତନାର ଘଟଣା ଭାଇରାଲ୍।୮୨ବର୍ଷ ବୟସ ର ବୃଦ୍ଧା ଶାଶୁ କୁ ବୋହୂ ସବିତା ଅମାନବୀୟ ଭାବେ ଗାଁ ମଝି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ମାଡ ମାରିବା ଓ ଅସଭ୍ୟ…

ସରକାରୀ ବାବୁ ମାନଙ୍କୁ ବିନା ଅନୁମତିରେ କେନ୍ଦ୍ରାପଡା ଜିଲ୍ଲା ନ ଛାଡିବାକୁ ନିର୍ଦ୍ଦେଶ

ଚାକିରୀ କେନ୍ଦ୍ରାପଡାରେ ଆଉ1ରହଣି କଟକ ଆଉ ଭୂବନେଶ୍ୱରରେ । କେନ୍ଦ୍ରାପଡା ଜିଲ୍ଲାର ସରକାରୀ ବାବୁଙ୍କ ବାବୁଆଣିଙ୍କୁ ଜିଲ୍ଲାପାଳଙ୍କ ସତର୍କ ବାଣି । ଏଣିକି ଆଉ ଚଳିବନି ଏମିତି ଜିଲ୍ଲା ବାହାରେ ରହଣି । ଜିଲ୍ଲା ହେଡକ୍ଵାଟର ଛାଡି ବାହାରକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡିବ ।…

ନୂଆପଡା ଜିଲ୍ଲାରେ ବାଘ ଆତଙ୍କ

ଗତ ଦୁଇ ଦିନ ହେଲା ପୁଣି ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଲୋକଙ୍କ ନିଦ ହଜାଇ ଦେଇଛି । ୨୦୧୭ ମସିହା ଜୁନ ମାସ ବାଘ ଆକ୍ରମଣ ଘଟଣା ର ପୁନରାବୃତ୍ତି କାଳେ ହୋଇଯିବ ସେ ଭୟରେ ଲୋକେ ଥରହର। ଜିଲ୍ଲାର କୁକୁଡ଼ାତାଳ ଅଞ୍ଚଳରେ ବାଘ ଆତଙ୍କ ଦେଖାଦେଇଛି ଓ ସ୍ଥାନୀୟ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି…

ବିକାର ମାନସିକତା, ପାଣିରେ ଫୋପାଡ଼ି ଦେଲେ ନବଜାତକ ଶିଶୁ କନ୍ୟାକୁ

ଅନୁଗୁଳ ଜିଲ୍ଲାରେ ଅଲୋଡା ହେଲା ଶିଶୁକନ୍ୟା ଓ ନବଜାତକକୁ ଫୋପାଡ଼ି ଦିଆଯାଇଛି ଏକ କେନାଲରେ ଓ ଏହି ପରି ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ନାଲକୋ ନଗର ନିକଟରେ ଜଳସେଚନ ପାଇଁ ଯାଇଥିବା କେନାଲରେ ଯେଉଁଠି ଏକ ନବଜାତକର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇ ପୋଲିସକୁ…

୩୭୦ ଉଚ୍ଛେଦ ପରେ ଏବେ ମିଶନ ବେଆଇନ ବାଂଲାଦେଶୀ ଅନୁପ୍ରବେଶ, ଅମିତ ସାହ

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିଜର ପ୍ରଥମ ଆନ୍ତର୍ଜାତିକ ବୈଠକରେ ବଙ୍ଗଳାଦେଶ କୁ ପୂର୍ବତର ଭାରତରେ ହେଉଥିବା ଅବୈଧ ଅନୁପ୍ରବେଶ ସମ୍ପର୍କରେ ଅବଗତ କରାଇଛନ୍ତି।ଗୃହମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତା ର ସପ୍ତମ ବୈଠକରେ ବଙ୍ଗଳାଦେଶ ର ଗୃହମନ୍ତ୍ରୀ ଅସଦ ଉଚ୍ଚ ଜମା ଖାନଙ୍କ ସହିତ…

ଦେଶର ମୁସଲମାନ ରାମମନ୍ଦିର ସମର୍ଥନ ରେ ଠିଆ ହେବା ପାଇଁ ବାବା ରାମଦେବ ଦେଲେ ଆହ୍ୱାନ

ରାମ, କୃଷ୍ଣ, ଶିବ ଆଦି ଦେବତା ଭାରତର ମୁସଲମାନ ମାନଙ୍କର ମଧ୍ୟ ପୂର୍ବ ପୁରୁଷ କାରଣ ସେମାନେ ଭାରତରେ ଜନ୍ମ ନେଇଛନ୍ତି ଓ ତାଙ୍କର ଡିଏନଏ ଏଠାକାର।ତେଣୁ ଭାରତର ମୁସଲମାନ ମାନେ ଶ୍ରୀରାମ ଜନ୍ମଭୂମି ରେ ମନ୍ଦିର ନିର୍ମାଣ ପାଇଁ ଠିଆ ହୁଅନ୍ତୁ।ଏପରି ପ୍ରୟାଗରାଜ ରେ ଅନୁଷ୍ଠିତ ଏକ ସାମ୍ବାଦିକ…

ନାଲକୋ ଅଘଟଣ ରେ ଆହତ ଚାରି ରୁ ଦ୍ଵିତୀୟ ଶ୍ରମିକର ମୃତ୍ୟୁ ପରେ ଉତେଜନା

ଅନୁଗୋଳ ସ୍ଥିତ ନାଲକୋ ସ୍ମେଲଟର ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଗତ ୨୩ ତାରିଖରେ ନାଲକୋ କାଷ୍ଟ ହାଉସରେ ୪ ଜଣ ଶ୍ରମିକ ପୋଡି ହୋଇଥିଲେ ଓ ମିଥୁନ ନାଥ ପରେ ଆଜି ଦ୍ଵିତୀୟ ଶ୍ରମିକ ବେନ୍ତପୁର ଗ୍ରାମର ରଜନୀକାନ୍ତ ପରିଡାଙ୍କ ମୃତ୍ୟୁ…

ସାପ କାମୁଡ଼ାରେ ପୁଅ ମୃତ ଓ ବାପା ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ପଂଚାୟତ କନ୍ତମେଘ ଗ୍ରାମରେ ଘରେ ସୋଇଥିବା ସମୟରେ ବାପ ଓ ପୁଅକୁ ସାପ କାମୁଡିଥିବାର ସୂଚନା ମିଳିଛି। ଗତ ରାତି ପ୍ରାୟ ୨ ଘଟିକା ସମୟରେ ବାପା ସୁକାନ୍ତ ଗଡନାୟକ( 45), ପୁଅ ଟୁକୁ ଗଡନାୟକ (12)କୁ ସାପ କାମୁଡି ଦେଇଥିଲା ଓ ଗୁରୁତର ଅବସ୍ଥାରେ…

ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ମୃତ୍ୟୁ

ଅନୁଗୁଳ ସହର ହୁଲୁରିସିଂହା ପୋଲ ନିକଟରେ ଦୁର୍ଘଟଣା। ଅନୁଗୁଳରୁ ରନ୍ତଲେଇ ଗ୍ରାମର ଦୁଖବନ୍ଧୁ ଦାସ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ଓ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…