ସାବଧାନ ଲୁଟେରା
ବିଭିନ୍ନ ଅଞ୍ଚଳରେ ଦୀର୍ଘ ଦିନ ହେବ ଲୁଟେରା ଏବଂ ମାଦକଦ୍ରବ୍ୟ ବ୍ୟବସାୟୀ ମାନଙ୍କର ଯେଉଁ ରାଜ ଚାଲିଥିଲା ସେଥିରେ ଆକଟ ଲାଗିଛି।ରାଜ୍ୟରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବାକୁ ରାଜ୍ୟ ପୋଲିସ ତତ୍ପର ହୋଇ ଉଠିଛି।କ୍ରମାଗତ ଲୁଟକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇବା ସହ ପୋଲିସ ର…