ଉତ୍ତରପ୍ରଦେଶରେ କନେଷ୍ଟବଳଙ୍କ ପରି ହୋମଗାର୍ଡଙ୍କୁ ମିଳିବ ସମାନ ବେତନ
ଆହ୍ଲାବାଦ ହାଇକୋର୍ଟ ସମାନ କାମକୁ ସମାନ ଦରମା ନ୍ୟାୟରେ ଉତ୍ତରପ୍ରଦେଶର ୭୦ ହଜାର ହୋମଗାର୍ଡ ସେଠାକାର ସିପାହୀ ମାନଙ୍କ ଭଳି ଦରମା ପାଇବେ ବୋଲି ରାୟ ଦେଇଥିବା ବେଳେ ଏହାକୁ ବିରୋଧ କରି ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟ ରେ ଏକ ୟାଚିକା ଦାୟର କରିଥିଲେ ଯାହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ…