Webportal

ଅନୁଗୁଳ ଜିଲ୍ଲାପାଳଙ୍କ 5T ଉପରେ ଗୁରୁତ୍ୱ

ଆଜି ଅନୁଗୁଳ ଜିଲାପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାର ବିଭାଗୀୟ ଅଧିକାରୀ ମାନଙ୍କର ଏକ ବୈଠକ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତହୋଇଥିଲା।ବୈଠକରେ ଆଲୋଚନା ର ମୁଖ୍ୟ ବିଷୟ ଥିଲା 5T ଯଥା ସମୟ,ସ୍ଵଛତା, ପ୍ରଯୁକ୍ତି ବିଦ୍ୟା, ରୂପାନ୍ତରଣ ଏବଂ ଦଳଗତ କାର୍ଯ୍ୟ।…

ବୋଲବମ ଯାତ୍ରା ସମୟରେ ଦୁର୍ଘଟଣାରେ ଦୁଇ ମୃତ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ  ୧୧ ଜଣ ବୋଲବମ ଭକ୍ତ ଏକ ବୋଲେରୋ ଗାଡ଼ିରେ ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ବଲାଙ୍ଗୀର ସ୍ଥିତ ଗୁପ୍ତେଶ୍ଵର ଶିବ ମନ୍ଦିର କୁ ଦର୍ଶନ କରିବା ପାଇଁ ବାହାରିଥିଲେ। କିନ୍ତୁ ବାଙ୍ଗିରିପୋସି ସ୍ଥିତ ଦ୍ୱାରଶୁଣି ଘାଟିର ପ୍ରଥମ ମୋଡ଼ରେ ବିପରୀତ…

ଡିକିଭାଙ୍ଗି ଚୋରି କରୁଥିବା ଗ୍ୟାଙ୍ଗକୁ ଧରିଲା ଝାରସୁଗୁଡା ପୋଲିସ

ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଡିକି ଭାଙ୍ଗି ଲୁଟ କରୁଥିବା ଗ୍ୟାଙ୍ଗ ର ଚାରି ଜଣ ମଧ୍ୟ ରୁ ତିନି ଜଣ ଧରାପଡିଲେ ଝାରସୁଗୁଡା ପୋଲିସ ହାତରେ । ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳ ର କାଳି ଦାସ, ଡି ଶ୍ରୀନିବାସ, ଏ ଶ୍ରୀନୁ ।ସେମାନେ ରୀତିମତ ଭାବେ ପଶ୍ଚିମ ଓଡ଼ିଶାର ବିଭିନ୍ନ…

ସାରଥୀ ଆଶ୍ରମରେ ନୋଟିସ ଝୁଲାଇଲା ଇ ଡି

ଆଜି ଭାରତ ସରକାରଙ୍କ ପକ୍ଷରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସାରଥି ଆଶ୍ରମରେ ନୋଟିସ୍ ବୋର୍ଡ ଲଗାଇଛି । ସାରଥି ଆଶ୍ରମ ଓ ତାହାର ପାଖାପାଖି ଅଞ୍ଚଳରେ ରହିଥିବା ୨୬ ଗୋଟି ପ୍ଲଟ ଉପରେ ପ୍ରବର୍ତ୍ତିତ ନିର୍ଦ୍ଦେଶାଳୟ କଟକଣା ଲାଗୁ କରିଥିବା କଥା ଏତଦ୍ବାରା ଜନ ସାଧାରଣଙ୍କୁ ଜଣାଇ…

ମନ୍ଦିରରୁ ଚୋରି ଅଭିଯୋଗ

ଅନୁଗୁୁଳ ଜିଲ୍ଲା ଜରପଡା ଥାନା ପାହାଡ ଉପରେ ଥିବା ଶିବ ମନ୍ଦିରରୁ ଅାଜି ହୁଣ୍ଡି ଭାଙ୍ଗି ଚୋରୀ ହୋଇଥିବା ଜଣାପଡିଛି ।ଘଟଣାରୁ ଜଣାପଡିଛି ଜରପଡା ଶିବ ମନ୍ଦିରରୁ ବିଳମ୍ବିତ ରାତିରେ ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିର ଭିତରେ ଥିବା ହୁଣ୍ଡି ତାଲା ଭାଙ୍ଗି ହୁଣ୍ଡିରେ ଥିବା ଦାନ ଅର୍ଥକୁ…

ଡାନ୍ସବାର ଉପରେ ଚଢ଼ାଉରେ ୯୬ ଯୁବତୀ ଉଦ୍ଧାର

ଗତ ମଧ୍ୟରାତ୍ରରେ ଭୁବନେଶ୍ୱର ମହାନଗର ର କଟକ ରୋଡ଼ ସ୍ଥିତ ପ୍ରାୟ ଏଗାରଟି ଡାନ୍ସ ବାର ଉପରେ ଚଢ଼ାଉ କରି ପୋଲିସ ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।ସମସ୍ତ ଉଦ୍ଧାର ହୋଇଥିବା ଯୁବତୀ ମାନେ ଗ୍ରାହକ ମାନଙ୍କ ମନୋରଞ୍ଜନ କରିବା ସହ ଅନୈତିକ କାର୍ଯ୍ୟ ରେ ଲିପ୍ତ ଥିବା ଅଭିଯୋଗ। ଓଡ଼ିଶା ଓ ବିହାର…

ଏସିଡ ଆକ୍ରମଣ ରେ ଯୁବକ ଗୁରୁତର

ଅନୁଗୁଳ ଜିଲ୍ଲାରେ ଏସିଡ ଦ୍ୱାରା ଆକ୍ରମଣ  । ଏସିଡ   ଆକ୍ରମଣ ରେ  ଛେଣ୍ଡିପଦା ପିପଳବାହାଳ ର କୁନା ବେହେରା ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି। । ତାଙ୍କ ମୁହଁରେ ଏସିଡ  ଦ୍ଵାରା ଆକ୍ରମଣ  ।ଖନ୍ଦାନାଳି ରୁ ବସରୁ ଓଲ୍ହାଇ ଘରକୁ ଫେରୁଥିବା ବେଳେ ଜଙ୍ଗଲ ନିକଟରେ…

ଦୁଷ୍କର୍ମର ୬ମାସ ମଧ୍ୟରେ ମିଳିଲା ଫାଶୀ ଦଣ୍ଡ

ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁରେ ଜାନୁଆରୀ ୨୦ ତାରିଖରେ ଘଟିଥିବା ନାବାଳିକାକୁ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜି ଫାଶୀ ଦଣ୍ଡାଦେଶ ଦିଆ ଯାଇଛି । ଚଳିତ ବର୍ଷ ଜାନୁଆରୀ ୨୦ ତାରିଖରେ କାଙ୍ଗୁଲା ଗାଁର ଜଣେ ନାବାଳିକା ତାଙ୍କ ବାପାଙ୍କ ନିକଟକୁ ଖାଇବାକୁ ନେବା…

କୋଇଲା ଖଣି ଅଘଟଣ ର ତୃତୀୟ ଦିନରେ ଆଉ ଏକ ଶବ ଉଦ୍ଧାର

ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ଏମ ସି ଏଲ ଭରତପୁର କୋଇଲା ଖଣି ରେ ମାଟି ଖସି ହୋଇଥବା ଦୁର୍ଘଟଣାର ଆଜି ତୃତୀୟ ଦିନରେ ଆଉ ଜନଙ୍କ ଶବ ଉଦ୍ଧାର କରାଯାଇଛି ଯାହାକୁ ମିଶାଇ ସମୁଦାୟ ଦୁଇଟି ଶବ ଉଦ୍ଧାର କରାଗଲା।ଆହୁରି ମଧ୍ୟ କିଛି ଶବ ଫସି ରହିଥିବା କୁ ଦୃଷ୍ଟି ରେ ରଖି ଉଦ୍ଧାର କାର୍ଯ୍ୟ ଚାଲିଛି।

ଆସିଲା ଶବରୁ ଆଖି ଗାୟବ ରିପୋର୍ଟ, ବେକାର ହେଲା ବିଜେପିର ତରବରିଆ ଅନୁଗୁଳ ବନ୍ଦ

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତଦେହରୁ ଗାଏବ ହୋଇନି ଆଖି ଅନୁଗୋଳ ଅଫିସ, -ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦୁଇଟି ମୃତଦେହରୁ ଆଖି ଗାଏବ ଅଭିଯୋଗ ଉପରୁ ପରଦା ହଟାଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା। ବ୍ୟବଚ୍ଛେଦ ରିପୋର୍ଟରେ ଆଖି…