ପୋଲିସ ମାଓବାଦୀ ଗୁଳି ବିନିମୟ
କଳାହାଣ୍ଡି ରେ ପୋଲିସ ମାଓବାଦୀ ଗୁଳି ବିନିମୟ । ଜଣେ ମାଓବାଦୀ ଏନକାଉଣ୍ଟର ରେ ମୃତ । ସର୍ଚ୍ଚ ଅପରେସନ ରେ ମୃତ ଦେହ ସହ ୩୦୩ ରାଇଫଲ ଉଦ୍ଧାର । ଲାଞ୍ଜିଗଡ ଥାନା କୋର୍ଟ ବଣ୍ତେଲ ନିକଟରେ ଏନକାଉଣ୍ଟର । କୁମ୍ବିଂ ଆପରେସନ ଜାରି । ବାବୂପଦର ଭୀମ ଭୋଇ ହତ୍ୟା ପରେ ଜାରି କୁମ୍ବିଂ ବେଳେ ମାଓବାଦୀ…