Webportal

ନୟାଗଡ଼ ଓ ମହିପୁର ମଧ୍ୟରେ ଆରମ୍ଭ ହେବ ରେଳ ଚଳାଚଳ

ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ର ନୟାଗଡ଼ ଟାଉନ ଓ ମହୀପୁର ମଧ୍ୟରେ ନୂତନ ରେଳ ଲାଇନକୁ ଆସନ୍ତା ୨୫ ତାରିଖ ଦିନ ରେଳ ସଂରକ୍ଷା ଆୟୁକ୍ତଙ୍କ ଦ୍ୱାରା ନୀରିକ୍ଷଣ କରାଯିବ I ପରୀକ୍ଷା ମୂଳକ ଭାବେ ରେଳ ଇଞ୍ଜିନ ଚଳାଚଳ ଆରମ୍ଭ ହେଲାଣି I ରେଳ ଇଞ୍ଜିନ ଚଳାଚଳ ପ୍ରତି ସାଧାରଣ ଜନତା ସତର୍କ…

ଫୁଣି ଚିକିତ୍ସା ଅବହେଳା ରୁ ମୃତ୍ୟୁ ଅଭିଯୋଗ

ସାପ କାମୁଡ଼ା ରେ ମହିଳା ର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ମୃତ୍ୟୁ ସନ୍ଦେହ ! ବଅଁରପାଳ ବ୍ଲକ ନାଲକୋ ଏଣ୍ଟକା ହଟିଂ ରେ ହୀରାମଣି ବେଶରା (୪୩) ନାମକ ମହିଳା ରହୁଥିଲେ ଯିଏ ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ ରେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ। ରାତି ପ୍ରାୟ ୪…

ଆଖି ହଜିବା ଘଟଣାର ତଦ୍ସନ୍ତ ଆରମ୍ଭ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବାଗୃହରୁ ଆଖି ଗାଏବ ଘଟଣା ପରେ ସରକାରୀ ସ୍ତରରେ ଖୋଳତାଡ଼ ଆରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଅନୁଗୁଳ ରେ ପହଞ୍ଚି ।ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପରିଚାଳନାଗତ ଅବ୍ୟବସ୍ଥା…

ପୁନର୍ବାର ଦାଇତ୍ୱ ହୀନତାର ପରିଚୟ ଦେଲେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୃପକ୍ଷ

ଶବାଗାରରେ ଶବ ରଖିବାକୁ ଡରୁଛନ୍ତି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ତ୍ତୁପକ୍ଷ, ରାତି ତମାମ ମେଡିକାଲ ବାରଣ୍ଡାରେ ପଡି ରହିଲା ଶବ। ଅନୁଗୋଳ ମେଡିକାଲରେ ପୁଣି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି।ଗତ କାଲି ଅାଖି ତାଡି ନେବା ଭଲି ଦୁର୍ଭାଗ୍ୟପୂର୍ଣ ଘଟଣା ପରେ ଅନ୍ୟ ଏକ ଘଟଣାରେ…

ଚଳିତ ବର୍ଷ ଅନୁଗୁଳ ଜିଲ୍ଲା ଚାଷୀ ହତାଶ

ଅନୁଗୁଳ ଜିଲ୍ଲାରେ ଚାଷୀ ଏବେ ହତାଶ,ବର୍ଷା ଅଭାବରୁ ଅଟକିଯାଇଛି ଚାଷ କାର୍ଯ୍ୟ । ଚାଷୀ ଏବେ ହତାଶ। ଜୁଲାଇ ମାସ ଶେଷ ହେବାକୁ ବସିଲାଣି, ଏହି ସମୟରେ ଚାଷ କାର୍ଯ୍ୟ ଜୋର ଧରିବା କିନ୍ତୁ ଆବଶ୍ୟକ ବର୍ଷା ଅଭାବରୁ ଜିଲ୍ଲାରେ ଚାଷ କାର୍ଯ୍ୟ ଠିକରେ ହୋଇପାରୁ ନାହିଁ। ବିଶେଷକରି ରୁଆ କାର୍ଯ୍ୟ ମନ୍ଥର…

କୁମ୍ଭୀର ସ୍ଥାନାନ୍ତରିତ

ନନ୍ଦନକାନନରେ ଘଡ଼ିଆଳ ସଂଖ୍ୟା ବୃଦ୍ଧି ପାଇବାରୁ ଶୁକ୍ରବାର ଅପରାହ୍ନ ରେ ଏକ ତିନି ଜଣିଆ ଦଳ ସାଥିରେ ୫ଟି ଘଡିଆଳ କୁମ୍ଭୀର ଆଣି ସାତକୋଶିଆରେ ଛାଡିଛନ୍ତି। ଘଡିଅାଳଙ୍କ ସଂଖ୍ୟା ବୃଦ୍ଧିପାଇ ୭୪ରେ ପହଞ୍ଚତ୍ଥିଲା ବୋଲି ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଏସିଏଫ କହିଛନ୍ତି। କୁମ୍ଭୀରମାନଙ୍କ…

ରେଳ ଧାରଣରୁ ମୃତ ଦେହ ଉଦ୍ଧାର

ଅନୁଗୁଳ ଷ୍ଟେସନ ନିକଟସ୍ଥ ରେଳ ଲାଇନରେ ଜଣେ ଯୁବକଙ୍କ ମୃତ ଦେହ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ରେଳ ଲାଇନରେ କଟି ଯୁବକଙ୍କ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି। ଏହା ହତ୍ୟା କି ଆତ୍ମହତ୍ୟା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ମୃତ ଯୁବକଙ୍କ ପରିଚୟ ମଧ୍ୟ ମିଳିପାରିନାହିଁ।…