ଶବ ଗୃହରୁ ଶବ ଆଖି ଗାୟବ, ଅବହେଳା ନା ଚକ୍ରାନ୍ତ
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା , ଚିକିତ୍ସାଧୀନ ଜଣେ ଶିଶୁର ମୃତ୍ୟୁ ହେବାପରେ ତାର ଶବ ପ୍ରକୃଷ୍ଠ ଗୃହରେ ରଖିଥିବାବେଳେ ଶିଶୁର ଆଖି ଗାଏବ ହୋଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ବଅଁରପାଳ ଥାନା ନୂଆଁହତା ଗାଁର ଅଞ୍ଜନ ଗୋଛାୟତ…