ଅନୁଗୁଳ ଜିଲ୍ଲାରେ ଦ୍ଵିତୀୟ ଦିନର ପ୍ରାର୍ଥୀ ପତ୍ର ଦାଖଲ
ଅନୁଗୁଳ ଜିଲ୍ଲାରେ ଆଜି ଓଡ଼ିଶା ବିଧାନସଭା ର ତୃତୀୟ ଚରଣରେ ହେବାକୁ ଥିବା ନିର୍ବାଚନ ପାଇଁ ପାଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ଦଳର ପ୍ରାର୍ଥୀ ଭାବେ ଶ୍ରୀ ଅଶୋକ ମହାନ୍ତି ଦୁଇ କିତା ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।