Webportal

ଫୁଣି ହାତୀ ଆକ୍ରମଣ

ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମହୁଲ ଗୋଟାଇବାକୁ ଯାଇଥିବାବେଳେ ଜଣେ ବୃଦ୍ଧାଙ୍କୁ ହାତୀ ଆଜି କଚାଡି ମାରି ଦେଇଛି । ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ଛେଣ୍ଡିପଦା ତାଳବୁରି ସାହିର ଲବଙ୍ଗ ପ୍ରଧାନ  ଏମ.ସି.ଏଲ. ବାଉଣ୍ଡାରୀ ପଛ ପାଖକୁ ସକାଳୁ ମହୁଲ ଗୋଟାଇବାକୁ

ନାଲକୋ ପୋଲିସ ର ଫ୍ଲାଗ ମାର୍ଚ୍ଚ

ଅନୁଗୁଳ ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ସମ୍ପାଦନ କରିବା ପାଇଁ  ନାଲକୋ ପୋଲିସ ପକ୍ଷରୁ ଅଧିକ ରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।ଏହି ପରି ପେକ୍ଷୀରେ ନାଲକୋ ପୋଲିସ ପକ୍ଷରୁ ନାଲକୋ ଥାନା ଅନ୍ତର୍ଗତ କୁଲାଡ, ବଳରାମପ୍ରସାଦ ଏବଂ କାଣ୍ଡଶର ଓ ସିପିପି ରେ…

ଚାନ୍ଦା ଆଦାୟ ରୁ ହୀନସ୍ତା

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗେଡିଆ ବଡଜୋରା ହିଙ୍ଗୁଳାଯାତ୍ରା କମିଟି ସଦସ୍ୟ ମାନଙ୍କୁ ପୋଲିସ ର ମାଡ଼ ପ୍ରତିବାଦ ରେ ଆଜି ବାଗେଡିଆ ଫାଣ୍ଡି ଘେରାଉ କରାଯାଇଛି।ଘଟଣାରୁ ପ୍ରକାଶ ଯେ ଆସନ୍ତା ଅଠର ତାରିଖରେ ମା ହିଙ୍ଗୁଳା ଙ୍କର ପୂଜା ପାଇଁ କମିଟିର ସଦସ୍ୟ ମାନେ ଲୋକ ମାନଙ୍କ…

World Health Day Observed

                                                      World Health Day was observed at NTPC Kanha today i.e April 7,2019. The event was organised by NTPC Hospital,Kaniha.This day dedicated to spreading awareness about equal healthcare…

ଅନୁଗୁଳ ପୋଲିସ ନିର୍ବାଚନ ପାଇଁ ସଚେତନ

ଆସନ୍ତା ସାଧାରଣ ନିର୍ବାଚନ କୁ ଶାନ୍ତି ଶୃଙ୍ଖଳା ସହିତ ସମ୍ପାଦନ କରିବା ପାଇଁ ଅନୁଗୁଳ ପୋଲିସ ପକ୍ଷରୁ ଅଧିକ ରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି।ଏହି ପରିପ୍ରେକ୍ଷୀରେ ଅନୁଗୁଳ ପୋଲିସ ପକ୍ଷରୁ ଅନୁଗୁଳ ଥାନା ଅନ୍ତର୍ଗତ ଜରାସିଙ୍ଗା,କୁଶାସିଙ୍ଗା ଏବଂ କରଡ଼ଗାଡ଼ିଆ ରେ ଫ୍ଲାଗ ମାର୍ଚ୍ଚ…

ବାହାରିଲା ମତଦାନ ସଚେତନତା ରଥ

ଆଜି ଅନୁଗୁଳ ଜିଲ୍ଲାରେ ମତଦାନ କରି ନିଜର ଗଣତାନ୍ତ୍ରିକ ଅଧିକାର କୁ ସାବ୍ୟସ୍ତ କରିବା ଉଦ୍ଧେଶ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ସଚେତନତା ରଥକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମତଦାତା ମାନେ ନିଜର ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଅଧିକାର କୁ…

ପହଁରିବା ସମୟରେ ମୃତ୍ୟୁ

ନାଲକୋ କଲୋନୀର ଅଫିସର କ୍ଲବ ମଧ୍ୟରେ ଥିବା ସ୍ୱିମିଙ୍ଗ ପୋଲରେ କନିଷ୍ଠ ଯନ୍ତ୍ରୀଙ୍କର ସନ୍ଧେହ ଜନକ ଭାବରେ ମୃତ୍ୟୁ ।ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀର ଅଫିସର କ୍ଲବ ମଧ୍ୟରେ ଥିବା ସ୍ୟୁମିଙ୍ଗ ପୋଲକୁ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଦୀପ ( ୨୫ ) ସ୍ନାନ କରିବା ପାଇଁ ୩ ଜଣ ବନ୍ଧୁ ଙ୍କ ସହ…

ଅନୁଗୁଳରେ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

ଆଜି ନାମାଙ୍କନ ପତ୍ର ଦାଖଲ କରିଲେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାଥୀ ରଜନୀକାନ୍ତ ସିଂହ ଅନୁଗୋଳ ନିର୍ବାଚନ ମଣ୍ଡଳୀର ୧୫.୦୦୦ରୁ ଉର୍ଦ୍ଧ ସଂଖ୍ୟାରେ ଆଜି ବିଜେଡି କର୍ମୀଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା ଓ ବିଜେଡିରେ ନବ ଯଡିତ ହୋଇଥିବା ବରିଷ୍ଠ ନେତା ଶ୍ରୀଯୁକ୍ତ…

ଆଠମଲ୍ଲିକ ରେ ନାମାଙ୍କନ ପତ୍ର ଦାଖଲ

ଆଠମଲ୍ଲିକ ଆସନରୁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ରମେଶ ସାଏ । ବିରାଟ ରାଲିରେ ଉପଜିଲ୍ଲାପାଳ ଅଫିସକୁ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ରମେଶ । ବିରାଟ ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ସେ ନାମାଙ୍କନ ଦାଖଲ କରିଛନ୍ତି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ…