Webportal

ତାଳଚେର ରେ ବିଜେଡି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ

ଆଜି ନାମାଙ୍କନ ପତ୍ର ଦାଖଲ କରିଲେ ତାଳଚେର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାଥୀ ବ୍ରଜ କିଶୋର ପ୍ରଧାନ । ତାଳଚେର ନିର୍ବାଚନ ମଣ୍ଡଳୀର ୪୦.୦୦୦ରୁ ଉର୍ଦ୍ଧ ସଂଖ୍ୟାରେ ଆଜି ବିଜେଡି କର୍ମୀଙ୍କ ସହ ବହୁ ବରିଷ୍ଠ ବିଜେଡି ନେତା ଓ ହଜାର ହଜାର ସଂଖ୍ୟକ ଯୁବ ବିଜୁ ଜନତା ଦଳର କର୍ମୀ ଙ୍କ ସହ…

ବ୍ୟବହାରୀଙ୍କ ପାଇଁ ନିୟମାବଳୀ

ହ୍ୱାଟସ୍‌ଆପ୍‌ ଜାରିକଲା ନୂଆ ଗାଇଡ୍‌ ଲାଇନ୍‌ ।ଅଜଣା ବ୍ୟକ୍ତିକୁ ଗ୍ରୁପରେ କେହି ସାମିଲ କରିପାରିବେ ନାହିଁ । : ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ହ୍ୱାଟସ୍‌ଆପ ପକ୍ଷରୁ ଏହାର ବ୍ୟବହାରକାରୀଙ୍କ ପାଇଁ କିଛି ନୂଆ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏଣିକି ହ୍ୱାଟସ୍‌ଆପ…

ଅନୁଗୁଳ ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ପତ୍ର ଦାଖଲ

ଆଜି ନାମାଙ୍କନ ପତ୍ର ଦାଖଲ କଲେ ଅନୁଗୋଳ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିପ୍ଳବ ଜେନା ।ଅନୁଗୋଳ ନିର୍ବାଚନ ମଣ୍ଡଳୀର ୧୫୦୦୦ ରୁ ଉର୍ଦ୍ଧ୍ଵ  କଂଗ୍ରେସ କର୍ମୀଙ୍କ ସହ ବହୁ ନେତା ଓ କର୍ମୀ  ଏକ ବାଇକ ରାଲି କରି ଅନୁଗୋଳ ମା ବୁଢ଼ୀ ଠାକୁରାଣୀ ମନ୍ଦିର ରେ ପହଁଚିଥିଲେ ଓ…

ଡକାୟତି ଯୋଜନା ସମୟରେ ଗିରଫ

ଅନୁଗୁଳ ପୋଲିସର ଏସ ଆଇ ସତ୍ୟ ନାରାୟଣ ଲେଙ୍କା ଓ ଏସ ରୋୟ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ଗତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ରାତି ପ୍ରାୟ ଦୁଇଟା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସହରର ହେମସୁରପଡା ଅଞ୍ଚଳରେ ପାଞ୍ଚ ରୁ ଛଅ ଜଣ ଡକାୟତି ଯୋଜନା କରୁଥିବା ସମୟରେ ଚଢ଼ାଉ କରିଥିଲେ ଓ…

ରକ୍ତ ଦାନ ଶିବିର

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ଅନ୍ତର୍ଗତ ସ୍ୱେଚ୍ଛାସେବୀ ସଂଗଠନ ସ୍ପନ୍ଦନ ଓ ମା ଆଦିଶକ୍ତି କ୍ଲବ ଅମାନ୍ତପୁର, ବଳରାମ ପ୍ରସାଦ ମିଳିତ ସହଯୋଗରେ ଅମାନ୍ତପୁର ପ୍ରୋଜେକ୍ଟ ଉପ୍ରା ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ନାଲକୋ ହସ୍ପିଟାଲ ଡାକ୍ତର…

ଆଣ୍ଠେଇଲେ ପ୍ରଧାନ ଶିକ୍ଷକ

ଅସଦାଚରଣ ଅଭିଯୋଗ : ଗାଁ ରାସ୍ତାରେ ଆଣ୍ଠେଇଲେ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଏ । ଛାତ୍ରଛାତ୍ରୀମାନେ ନିଜ ଭବିଷ୍ୟତ ଗଢିବା ପାଇଁ ସ୍କୁଲକୁ ନିୟମିତ ଆସିଥାନ୍ତି । କିନ୍ତୁ ଏମିତି କେତେକ ଘୃଣ୍ୟ ଶିକ୍ଷକଙ୍କ ପାଇଁ ସାରା ଶିକ୍ଷକ ସମାଜ ନିନ୍ଦିତ ଓ ଲଜ୍ଜିତ ହେଉଛନ୍ତି ।…

ଓକିଲ ସଂଘର ନିର୍ବାଚନ

ଆଜି ଅନୁଗୁଳ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ଯାହାକୁ ନିର୍ବାଚନ ଅଧିକାରୀ ଭାବେ ଶ୍ରୀ ଭୁପେଶ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ।ଭୋଟଗ୍ରହଣ ସକାଳ ୯ଟା ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେଇଥିଲା।ମୋଟ ୪୨୦ ଜଣ ସଭ୍ୟଙ୍କ ମଧ୍ୟରୁ ୪୦୧ ଜଣ ମତ ଦାନ କରିଥିଲେ। ଆଜି ହୋଇଥିବା ଚାରିଗୋଟି…

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କର ଅନୁଗୁଳ ଗସ୍ତ

ଚଳିତ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ ଖର୍ଚ୍ଚର ସଠିକ ପରିଚାଳନା କୁ ନେଇ ଆଜି ଛେଣ୍ଡିପଦା,ଆଠମଲ୍ଲିକ, ତାଳଚେର ଓ ପାଲହଡା ନିର୍ବାଚନ ମଣ୍ଡଳୀ ପାଇଁ ନିୟୋଜିତ ପର୍ଯ୍ୟବେକ୍ଷକ ଅନୁଗୁଳ ଗସ୍ତରେ ଆସି ନିର୍ବାଚନ ପରିଚାଳନା ଦାଇତ୍ୱ ରେ ଥିବା ବିଭିନ୍ନ ଦଳର କର୍ମକର୍ତା…

ଗ୍ରୀଷ୍ମ ଆରମ୍ଭରୁ ଜଳ କଷ୍ଟ

ଅନୁଗୁୁଳ ଜିଲ୍ଲା ବଁଅରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ପଞ୍ଚାୟତ ରେ ଜଳ କଷ୍ଟ ଏବେ ଅତିଷ୍ଠ କରାଇସାରିଲାଣି । ଗ୍ରାମ ରେ ପ୍ରାୟ ୧୦,୦୦୦ ରୁ ଅଧିକ ଲୋକ ବସ ବାସ କରୁଥିବା ବେଳେ ମାତ୍ର ଗୋଟିଏ ଓଭର ହେଡ଼ ଟ୍ୟାଙ୍କ ଦ୍ୱାରା ପିଇବା ପାଣି ବ୍ୟବସ୍ଥା କରାଯାଇଛି । ବହୁ ଅଂଚଳ ରେ ଷ୍ଟାଣ୍ଡପୋଷ୍ଟ…

ଚଳନ୍ତା ଟ୍ରକ ରେ ନିଆଁ

ଅନୁଗୁଳ ସହର ନିକଟବର୍ତ୍ତୀ ଜାତୀୟ ରାଜପଥ ୫୫ ପଞ୍ଚମହଲା ସ୍ପିଡ ବ୍ରେକର଼ ପାର ହେଉଥିବା ସମୟରେ ସମ୍ବଲପୁର ରୁ ଅନୁଗୁଳ ଅଭିମୁଖେ ଆସୁଥିବା ଏକ ଟ୍ରକ ରେ ହଠାତ ନିଆଁ ଲାଗିଯାଇଥିଲା ଓ ଚାଳକ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଗାଡିରୁ ଡେଇଁ ପଡିବାରୁ ସୌଭାଗ୍ୟବସତ ବଞ୍ଚି ଯାଇଛି।ନିଆଁ ଲାଗିବାର…