Webportal

ଘୋଷଣା ହେଲା ଗ୍ରୀଷ୍ମ ଛୁଟି

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ କୁ ଆଖିରେ ରଖି ରାଜ୍ୟ ସରକାର ଚଳିତ ଅପ୍ରେଲ ମାସ ୧୮ ତାରିଖରୁ ସମସ୍ତ ସ୍କୁଲ ମାନଙ୍କ ପାଇଁ ଖରା ଛୁଟି ଘୋଷଣା କରିଛନ୍ତି।ଏ ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠି ଆଜି ସୂଚନା ଦେଇଛନ୍ତି।

ଢେଙ୍କାନାଳ ବିଧାନସଭା ଆସନ ନିର୍ବାଚନୀ ହାଲଚାଲ

ଆସନ୍ତୁ ଜାଣିବାକୁ ଚେଷ୍ଟା କରିବା ଚଳିତ ନିର୍ବାଚନ ରେ ଢେଙ୍କାନାଳ ବିଧାନସଭା ଆସନ କେଉଁ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ଯିବାର ଜଣାପଡୁଛି।ଏଠାରେ ଏଥର ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେଉଛି ବିଜେଡି ବିଜେପି ଓ କଂଗ୍ରେସ ମଧ୍ୟରେ।ବିଜେପି ପକ୍ଷରୁ ପ୍ରାର୍ଥୀ ହେଇଛନ୍ତି ଶ୍ରୀ କୃଷ୍ଣଚନ୍ଦ୍ର…

ଅଘଟଣ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବଇଁଣ୍ଡା ରାସ୍ତା ଅନ୍ତର୍ଗତ ସାନହୁଲା ନିକଟରେ କୋଇଲା ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ।

ଗ୍ୟାସ ଟାକିଂ ଫାଟି ଭୟଙ୍କର ଅଗ୍ନିକାଣ୍ଡ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତ ଭୋଗରା ଗ୍ରାମରେ ଅାଜି ଅପରାହ୍ନ ପ୍ରାୟ ୩ ଟା ରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଥିବାବେଳେ ଗ୍ରାମର ୪୦ ପରିବାରର ୧୦୦ ରୁ ଉର୍ଦ୍ଧ୍ବ ବଖରା ଘର ଜଳିଯାଇଛି। ଗ୍ରାମର ଛବି ପ୍ରଧାନଙ୍କ ଘରେ ରୋଷେଇ…

Annual day celebration

 Bal bhawan,the welfare wing of Tanvi Sangam, Ladies  club of NTPC Talcher Kaniha celebrated its Annual Day celebration recently at Recreation Centre ,NTPC Township. The function was inaugurated by Shri Ramesh Babu V, Group General…

ଅଗ୍ନିକାଣ୍ଡ

ଅନୁଗୁୁଳ ଜିଲ୍ଲା କନ୍ତପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗାଁର ଅଲେଖପୁର ସାହିରେ ହଠାତ ରାତି ୮ ଟା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୪ ପରିବାରର ୧୫ ବଖରାରୁ ଉର୍ଦ୍ଧ ଘର ଜଳି ପୋଡ଼ି ପାଉଁଶ ହୋଇ ସାରିଥିବା ବେଳେ ଏବେବି ନିଆଁକୁ ଆୟତ୍ତ କରାଯାଇ ନାହିଁ ।ଅଗ୍ନିକାଣ୍ଡର କାରଣ…

ପୁରୀ ଲୋକସଭା ମଣ୍ଡଳୀ ନିର୍ବାଚନୀ ହାଲଚାଲ

ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀ ପରି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଭୋଟର ମାନଙ୍କର ମୁଡ ଚଳିତ ନିର୍ବାଚନ ରେ ଜାଣିବା ବହୁତ ମୁସ୍କିଲ ହେଇଯାଇଛି। ଦୁଇ ହଜାର ଉଣୀସ ଲୋକସଭା ନିର୍ବାଚନରେ ଏହି ଆସନରେ ବିଜେଡ଼ି, କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ତ୍ରିମୁଖୀ…

ଫୁଣି ମର୍ମନ୍ତୁଦ ଦୁର୍ଘଟଣା

ରାତି ଅଧରେ ଦଣ୍ଡ ନାଚ ଦେଖି ଫେରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ଟ୍ରକ । ଦୁଇ ମୃତ ଓ ଜଣେ ଗୁରୁତର ।ଘଟଣା ଘଟିଛି ୫୫ ନଂ ଜାତୀୟ ରାଜପଥର ଅନୁଗୋଳ ସହର କାଲଟାକ୍ସ ଛକ ନିକଟରେ । ବିଳମ୍ବିତ ରାତିରେ ଏକ ସ୍କୁଟି ରେ ପାଖ ତୁରଙ୍ଗ ଗାଁ ର ତିନିଜଣ ନିଜ ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ…

ଅନୁଗୁଳ ବିଧାନସଭା ଆସନ ହାଲଚାଲ

ଆସନ୍ତା ତେଇଶ ତାରିଖରେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଦାନ ହେବାକୁ ଥିବାବେଳେ ବିଜୟ ମୁକୁଟ କିଏ ପିନ୍ଧିବ ତାକୁ ନେଇ ଅଙ୍କକଷା ଜୋର ଧରିଲାଣି। ବିଗତ ନିର୍ବାଚନ ସବୁ ଭଳି ଏଥର ନିର୍ବାଚନ ରେ ହାୱା କେଉଁ ଦଳ କିମ୍ବା ପ୍ରାର୍ଥୀ ସପକ୍ଷରେ ଅଛି ତାହା ଆକଳନ କରିବା ସମ୍ଭବ…

ଅଘଟଣ

ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଖମାର ଗାଁ ର ଜଣେ ବାଳକର ପୋଖରୀରେ ବୁଡି ମୃତ୍ୟୁ ହୋଇଛି।ଖବରରୁ ପ୍ରକାଶ ଯେ ,ଖମାର ଗାଁର ପ୍ରକାଶ ମହାପାତ୍ରଙ୍କ ପୁଅ ସତ୍ୟ ମହାପାତ୍ର( ୭) ଘରପାଖ ପୋଖରୀ କୁ ମା ସହ ଗାଧେଇ ଯାଇଥିବା ସମୟରେ ପୋଖରୀ ବୁଡି ଯାଇଥିଲା ଫଳରେ ଗୁରୁତର ଅବସ୍ଥାରେ…