Webportal

ମର୍ମନ୍ତୁଦ ଦୁର୍ଘଟଣା

ଅନୁଗୁଳ ଜିଲ୍ଲା ର ନାଲକୋ ନଗର ଥାନା ଅନ୍ତର୍ଗତ ଓଡିଶୀ ମୋଟର୍ସ ସମ୍ମୁଖରେ ଆଜି ସକାଳ ୧୦ଘଟିକା ସମୟରେ ଏକ ବାଇକ ଯୋଗେ ସେଲଟାକ୍ସ ବିଭାଗର ଆଇନଜୀବୀ ପ୍ରଶାନ୍ତ ବେହେରା,ସ୍ତ୍ରୀ ଜୌତିର୍ମୟୀ ପ୍ରଧାନ (୩୫) ଓ ୫ ବର୍ଷର ପୁଅ ବାଇକ ଯୋଗେ ବଅଁରପାଳରୁ ଅନୁଗୁଳ ଅଭିମୁଖେ ଯାଉଥିବା ବେଳେ ଓଡିଶୀ…

ଅନୁଗୁଳ ଜିଲ୍ଲାରେ ମତଦାନ

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଅନୁଗୁଳ ଜିଲ୍ଲାରେ ଭୋଟ ଗ୍ରହଣ ଶେଷ ହୋଇଛି। ଏହି କ୍ରମରେ ଅନୁଗୁଳ, ତାଳଚେର, ପାଲହଡା ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ଆସନ ସହିତ ଢେଙ୍କାନାଳ ଲୋକସଭା ଆସନ ପାଇଁ ଏବଂ ଛେଣ୍ଡିପଦା,ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ବିଧାନସଭା ଆସନ ସହିତ…

ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ

ଆଜି ଦିନ ପ୍ରାୟ ଏଗାରଟା ସମୟରେ ଅନୁଗୁଳ ଜିଲ୍ଲା ତାଳଚେର ସହରର ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ନିକଟରେ ବେସରକାରୀ ବିଜୁଳି ସଂସ୍ଥା ଏନଯେନ ର କାର୍ଯ୍ୟରତ କର୍ମଚାରୀ ଅଭିଜିତ ସାହୁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି।ମୃତକଙ୍କର ବୟସ ପ୍ରାୟ ପଚିଶ ବର୍ଷ ହେବ ଓ ସେ ଢେଙ୍କାନାଳ…

ଭୋଟ କେଉଁ ପ୍ରାର୍ଥୀଙ୍କୁ ଦେବା ଉଚିତ

ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଆସି ତୃତୀୟ ପର୍ଯ୍ୟାୟରେ ପହଂଚିଲାଣି। କିନ୍ତୁ ଏଥର ମତଦାତା ମାନଙ୍କର ସ୍ପଷ୍ଟ ଆଭିମୁଖ୍ୟ ବାରି ହେଇ ନାହିଁ ପ୍ରାର୍ଥୀ ଚୟନ ବିଷୟରେ।କାରଣ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡିକ ଅନେକ ଲୋଭନୀୟ ଯୋଜନାର ପେଡି ଖୋଲି ବିରାଟ ଆଶା…

ଶେଷ ପର୍ଯ୍ୟାୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରସ୍ତୁତି

ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରସ୍ତୁତି: ଆଜି ମତଦାନ କେନ୍ଦ୍ରକୁ ଯିବେ ପୋଲିଂ ପାର୍ଟି । ଅନୁଗୁଳ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବିଭିନ୍ନ ମତଦାନ କେନ୍ଦ୍ରକୁ ଆଜି ଠାରୁ ନିର୍ବାଚନ ପରିଚାଳନା ଅଧିକାରୀମାନେ ଯିବେ ବୋଲି…

ସାଂସଦ ପ୍ରାର୍ଥୀଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଜାତୀୟ କଂଗ୍ରେସର ପ୍ରାର୍ଥୀ ଧରଣୀଧର ନାଏକ ଙ୍କ କାର କେନ୍ଦ୍ରାପଡ଼ା ରୁ ଫେରୁଥିବା ସମୟରେ କଟକ ପୂର୍ବରୁ ମହାନଦୀ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ଅଜଣା ମାଲବାହୀ ଟ୍ରକ ଧକ୍କାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, କିନ୍ତୁ ଭାଗ୍ୟ ବସତ ଏଥିରେ ଲୋକସଭା…

ବନବିଭାଗ ର ବିଫଳତା ପାଇଁ ଫୁଣି ହାତୀ ଆକ୍ରମଣରେ ମନୁଷ୍ୟ ମୃତ

ଅନୁଗୁଳ ଜିଲ୍ଲାର ତାଳଚେର ବ୍ଲକ ଅନ୍ତର୍ଗତ ଷଣ୍ଢ ଗାଁ ରେ ଚାରି ଜଣ ଓ ସନ୍ଥପଡା ଗାଁ ଅଞ୍ଚଳରେ ଜଣଙ୍କର ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି।ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ଦେବାକୁ ଓ ଗ୍ରାମବାସୀ ମାନଙ୍କୁ ହାତୀ ଆକ୍ରମଣ ରୁ ରକ୍ଷା କରିବାକୁ…

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର

ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜିଲ୍ଲା ଗସ୍ତରେ ଆସି ଅନୁଗୁଳର ରେଙ୍ଗାଳି ଓ ଛେଣ୍ତିପଦା ପହଞ୍ଚି ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି। ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ…

ନବୀନଙ୍କ ମାରାଥନ ପ୍ରଚାର

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ତାଙ୍କ ମାରାଥନ ପ୍ରଚାରର ଅଂଶବିଶେଷ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ, ହିନ୍ଦୋଳ ଓ ଗଂଦିଆ ଏବଂ ଅନୁଗୁଳ ଜିଲ୍ଲାର ବନ୍ତଳା ଓ ଖମାର ଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି।