ଭାଇ ଭାଇକୁ ହତ୍ୟା କଲା
ରାଉରକେଲା ରେ ଭାଇ ହେଲା ଭାଇର ହତ୍ୟାକାରୀ । ବଡ ଭାଇର କଟୁରୀ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି । ରାଉକେଲାର ବନ୍ଧମୁଣ୍ଡା ଥାନା ବରକାନି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହତ୍ୟା ପରେ ବଡ ଭାଇ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ମରିଥିବା ସାନ ଭାଇ ହେଲେ ସମା ଏକ୍କା । ଖାସି…