ଯାତ୍ରୀବାହୀ ବସ ଓଲଟି ଗୁରୁତର
ଯାତ୍ରୀବାହୀ ବସ୍ ଓଲଟି 13 ରୁ ଉର୍ଦ୍ଧ୍ବ ଗୁରୁତର ।ରଣପୁର ବ୍ଲକ୍ ଚାନ୍ଦପୁର_ରାଜ ସୁନାଖଳା ରାସ୍ତାରେ କୋଟଗଡ଼ ଘାଟି ଠାରେ ଏକ ଯାତ୍ରୀବାହୀ ମିନି ବସ୍ ଓଲଟି 13 ଗୁରୁତର ହୋଇଛନ୍ତି।ସମସ୍ତ ଗୁରୁତର ରାଜ ସୁନାଖଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହୋଇ ଅଧିକ ଚିକିତ୍ସା ନିମନ୍ତେ…