ଅଗ୍ନିକାଣ୍ଡ
ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗାଁରେ ଅଗ୍ନିକାଣ୍ଡ। ଜଳି ଗଲା 3 ଦୋକାନ। ବିଲମ୍ବିତ ରାତିରେ ଘଟିଛି ଏହି ଘଟଣା। ପ୍ରଥମେ ଏକ ଜଳଖିଆ ଦୋକାନ ରେ ମିଠା ତିଆରି ହେଉଥିଲା ବେଳେ ନିଆଁ ଚାଳରେ ଲାଗିଥିଲା ଓ ପରେ ଏହି ନିଆଁ ରେ ପାଖରେ ଥିବା ରାସନ ଦୋକାନ ଏବଂ ଏକ ଚିକେନ ଦୋକାନ ମଧ୍ୟ ପୋଡି ଯାଇଛି।…