ଡକାୟତ ଦଳ ଗିରଫ
ରାଉରକେଲା ପ୍ଲାଣ୍ଟ ସାଇଡ ପୋଲିସ କୁ ବଡ଼ ସଫଳତା 5 ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ। ଗତ ରବିିିବାରର ରାତିରେ ପ୍ଲାଣ୍ଟ ସାଇଡ ପୋଲିସ କୁ ସୂଚନା ମିଳିଲା ଯେ ପ୍ଲାଣ୍ଟ ସାଇଡ ଥାନା ଅନ୍ତର୍ଗତ ଫଟା ପାଇପ ଠାରେ କିଛି ଦୁର୍ବୁର୍ତ୍ତ ବସି ଡକାୟତି ପ୍ଲାନ କରୁଛନ୍ତି । ଏବଂ ଏହା ପରେ ପୋଲିସ…