Webportal

ଦୁର୍ଘଟଣା

ବାଙ୍କୀ , ତୁଳସୀ ପୁର ଠାରେ ହାଇଓୟାଧକ୍କା ରେ ଜଣଙ୍କର ମୁତ୍ୟୁ ଘଟିଛି ମୂତ୍ୟୁ ବକ୍ତି ଜଣଙ୍କ ସାଇକେଲ ରେ ଯାଉଥିବା ବେଳେ ବାଙ୍କୀ ପଟୁ ଆସୁଥିବା ବାଲିଵୋଝେଇ ହାଇଓୟାଗାଡିଟି ପଛପଟୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ସାଇକେଲ ଆରୋହି ଙ୍କର ମୁତ୍ୟୁ ହୋଇଛି ତେବେ ପ୍ରାଥମିକ ଅନୁସନ୍ଧାନ ରୁ ମୁତ୍ୟ…

ମହାନଦୀ ରେ ନିଖୋଜ

ମହାନଦୀ ରେ ବୁଡି ଜଣେ ନିଖୋଜ। ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମର କବି ବେହେରା ନାମକ ଯୁବକ ମହାନଦୀରେ ବୁଡି ନିଖୋଜ ହୋଇଥିବା ପରିବାର ପକ୍ଷରୁ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ.ଅପର ପଟେ ଖବର ପାଇଁ ଘଟଣା ସ୍ଥଳରେ ବାଙ୍କୀ ଦମକଳ ବାହିନୀ ପହଂଚି ଉକ୍ତ ବ୍ୟକ୍ତି ଙ୍କୁ ନଦୀରୁ ଖୋଜିବା ଜାରି…

ନର୍ସିଂହୋମ ବର୍ଜ୍ୟ ନିଷ୍କାସନ କୁ ନେଇ ମାମଲା

ଅନୁଗୋଳ ସହର ଉପକଣ୍ଠରେ ଥିବା ସରୋଜିନିି ନର୍ସିଂହୋମର ଶୌଚାଳୟ ପାଣି ନିକଟ ଗାଁ ମଝି ଦେଇ ଛଡ଼ାଯାଉଥିବା ବେଳେ ତାହା ଲିଙ୍ଗରାଯୋଡ଼ି ଯୋରକୁ ପ୍ରବେଶ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉକ୍ତ ଯୋରର ପାଣିକୁ ଲୋକମାନେ ପାନୀୟ ଭାବେ ବ୍ୟବହାର କରୁଥିବାରୁ ନର୍ସିଂହୋମର ଏପରି କାର୍ଯ୍ୟକୁ ନେଇ…

ସାବିତ୍ରୀ ବ୍ରତ ପାଳନ କରିବାରୁ ହିଂସା

-ସାବିତ୍ରୀ ବ୍ରତ ରଖିଥିବା ପତ୍ନୀଙ୍କୁ ସ୍ବାମୀର କାଠଫାଳିଆରେ ପ୍ରଣାନ୍ତକ ଆକ୍ରମଣ। ପତ୍ନୀ ଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ସ୍ଥାନାନ୍ତର,ସ୍ବାମୀ ଥାନାରେ ଅଟକ ୲ ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ବାଗପୁଞ୍ଜି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।ସ୍ବାମୀ ର ଦୀର୍ଘ ଜୀବନ…

ବୃଦ୍ଧାଙ୍କ ଆତ୍ମହତ୍ୟା

ବ୍ରିଜ ଉପରୁ ଢେଇଁ ବୃଦ୍ଧା ଙ୍କ ଆତ୍ମହତ୍ୟା । ସଂକଟା ପର୍ଣ୍ଣ ଅବସ୍ଥାରେ ରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରେ ଭର୍ତି । ରୋଗ ଯନ୍ତ୍ରଣା ରେ ମାନସିକ ଭାରସାମ୍ୟ ହରାଇ ପୋଲ ତଳକୁ ଡେଇଁ ଥିବା ଅନୁମାନ । ଘଟଣା ଘଟିଛି ଅନୁଗୋଳ ଜିଲା ରେ । ଜିଲ୍ଲାର 55 ଜାତୀୟ ରାଜପଥ ଉପରେ ଥିବା ହୁଲୁରିସିଂହା ପୋଲ…

କୂଅ ସଫା କରିବାକୁ ଯାଇ ମୃତ୍ୟୁ

ଅନୁଗୋଳ ତାଳଚେର ଥାନା ଅନ୍ତର୍ଗତ ସୁନାଖଣି ଗ୍ରାମ କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର l ମୃତକ ଜଣକ ହେଲେ ସେହି ଗ୍ରାମର ଯୋଗୀ ଵାଘ (45) l ଯୋଗୀ କୂଅ ସଫା କରିବାକୁ ଭିତରକୁ ପଶିଥିଲେ l ତେବେ ଗଭୀର କୂଅ ଭିତରେ ଅଣନିଶ୍ୱାସୀ ହୋଇ ଯୋଗୀ ଚେତା ହରାଇଥିଲେ l ଖବର ପାଇ ଦମକଳ ବାହିନୀ…

ବଜ୍ରପାତରେ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ସାଲେଇବେଡା ଗ୍ରାମରେ ଅଭାବନୀୟ ଘଟଣା। ବଜ୍ରା ଘାତରେ ଗର୍ଭବତୀ ମହିଳାଙ୍କ ମୃତ। ଗତକାଲି ଅପରାହ୍ନରେ ସାଲେଇବେଡା ଗ୍ରାମର ତୁରାଇ ଗାଗରାଇ ଙ୍କ ସ୍ତ୍ରୀ ପାର୍ବତୀ ଗାଗରାଇ ନିଜ ଘର ବାହାରୁ ଜାଳେଣି କାଠ ଆଣୁ ଥିବା ସମୟରେ ବଜ୍ରାଘାତରେ ତାଙ୍କ…

ହତ୍ୟାକାଣ୍ଡ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଂଚଳରେ ଅଘଟଣ।ସାମନ୍ୟ ବଚସା ରୁ ଜୀବନ ହାନି ,ଏପରି ଅଭାବନୀୟ ଘଟଣା ଘଟିଛି ଶିଆଳିନଇ ବିସ୍ଥାପିତ ବସ୍ତିରେ। ଗତକାଲି ଚିରୁ ଦେହୁରୀଙ୍କ କଟୁରି ଚୋଟରେ ଶଙ୍କର ଦେହୁରୀ ମୃତ,ପାଲଟା ଆକ୍ରମଣରେ ଚିରୁ ମଧ୍ୟ ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ ଚିକିତ୍ସିତ…

ବସ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରାଜାମୁଣ୍ଡା ଠାରେ ଘରୋଇ ବସ ସାଇ ମଣିକ୍ୟ ଭାରସାମ୍ୟ ହରାଇ ଓଲଟି ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି।ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରି ଜୟପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…