Webportal

ଶିଶୁ ଚିକିତ୍ସା ପାଇଁ ଭିତ୍ତିଭୂମିର ଅଭାବ

ଅନୁଗୁଳରେ ଶିଶୁଙ୍କ ୧୨ ଶର୍ଯ୍ୟାରେ ୩୦ ରୋଗୀଙ୍କ ଚାଲିଛି ଚିକିତ୍ସା। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ବିଭାଗ (ଏସଏନସିୟୁ) ରେ ଶିଶୁଙ୍କ ଚିକିତ୍ସା ରେ ଅବ୍ୟବସ୍ଥା ଦେଖାଦେଇଛି। ନବଜାତ ଶିଶୁମାନଙ୍କୁ ସ୍ବତନ୍ତ୍ର ଭାବେ ଅତ୍ୟନ୍ତର ଯତ୍ନ ସହିିତ ଚିକିତ୍ସା…

କାଳବୈଶାଖୀ ତାଣ୍ଡବ

ଅନୁଗୁଳ ଜିଲ୍ଲା ନାଲକୋନଗର ରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ଧୂଳିଝଡ଼ ହେବା ସହ ବର୍ଷା ଓ ଝଡତୋଫାନ ରେ ଜନଜୀବନ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ବେଗରେ ପବନ ବହିବା ଯୋଗୁଁ ନାଲକୋ କଲୋନୀ ଭିତରେ ବଡ଼ ବଡ଼ ଦ୍ରୁମ ଉପୁଡି ପଡିଛି । ସେହିପରି କେତେକ ସ୍ଥାନରେ ବଡ ବଡ…

ଝାରସୁଗୁଡା ରୁ ବିମାନ ସେବା ଆରମ୍ଭ

ଆଜିଠାରୁ ଝାରୁସୁଗୁଡା –ଭୁବନେଶ୍ୱର ବିମାନ ସେବା ଆରମ୍ଭ ହୋଇଛି । ଭୁବନେଶ୍ୱରୁ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଚିଂଥିଲା । ପୁଣି ଝାରସୁଗଡାରୁ ଭୂବନେଶ୍ୱର ଫେରିଥିଲା ଏଟିଆର ୭୨ ବିମାନ । ଉଡାନ-୩ ଯୋଜନା ଅନୁଯାୟୀ ଆଜିଠାରୁ ନିୟମିତ ଉଡାଣ ହେବ । ସେହିପରି ଝାରୁସୁଗୁଡା- ରାୟପୁର ମଧ୍ୟରେ…

ଡକାୟତି ସମୟରେ ଡକାୟତ ଦୁର୍ଘଟଣା ର ସମ୍ମୁଖିନ

ରାଉରକେଲା ସହରରେ ଏକ ଟ୍ରକ ଡକାୟତି ବେଳେ ଚକା ତଳେ ଆସି ଜଣେ ଡ଼କାୟତ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି ଓ ଜଣେ ଡକାୟତ ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ ଡ୍ରାଇଭର ସନ୍ଦୀପ କୁମାର ଟ୍ରକ ନେଇ ଆସୁଥିବାବେଳେ ଦୁଇଟି ମୋଟର ସାଇକଲରେ ଛଅ ଜଣ ଡକାୟତ କିଲିଙ୍ଗା ଗାଁର…

ଟ୍ରେନରୁ ବ୍ରାଉନ ସୁଗାର ଜବତ

ରାଉରକେଲା ରେ ଗୀତାଞ୍ଜଳି ଏକ୍ସପ୍ରେସରୁ ଜବତ ହୋଇଛି ୭୨ ପ୍ୟାକେଟ ବ୍ରାଉନ ସୁଗାର ଏବଂ ଜଣେ ଯୁବକକୁ ଅଟକ ରଖିଛି ଆରପିଏଫ । ଜବତ ହୋଇଥିବା ବ୍ରାଉନ ସୁଗାର ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା ଅନୁମାନ କରାଯାଉଛି । ତେବେ ଉକ୍ତ ମାମଲାଟି ପୋଲିସକୁ ହସ୍ତାନ୍ତର କରିଛି ଆରପିଏଫ ।…

ଭାଲୁ ଆକ୍ରମଣ

ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଟାକୁଆ ଗ୍ରାମ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ହେଲେ ଗ୍ରାମ ଉପର ସାହିର କୈଳାସ ଚନ୍ଦ୍ର ସାହୁ(୫୫)। ତାଙ୍କର ବାମ ହାତ ଓ ଅଣ୍ଟାରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ, କୈଳାସ ବୁଧବାର…

ହତ୍ୟାକାଣ୍ଡ ଅଭିଯୁକ୍ତ ଗିରଫ

ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ। ପୂର୍ବରୁ ୨ ଜଣ ଗିରଫ ହୋଇଥିଲେ। ଗିରଫ ସଂଖ୍ୟା ୭ କୁ ବୃଦ୍ଧି। ୨ ମାଉଜର,୩ ଗୁଳି, ୨ ଛୁରୀ ଓ ୨ଟି ମୋଟର ସାଇକେଲ ଜବତ ହୋଇଛି। ତେବେ ହତ୍ୟାକାଣ୍ଡର ମୁଖ୍ୟ ସଢ଼ଯନ୍ତ୍ରକାରି ଭଗବାନ ସାହୁ ଏବେବି ଫେରାର। ବ୍ରହ୍ମପୁର ଏସ ପି ପିନାକ…

କୃତି ମାଟ୍ରିକ ପରୀକ୍ଷାର୍ଥୀ ସମ୍ଭର୍ଧିତ

ଚଳିତ ବର୍ଷ ଓଡ଼଼ିଶା  ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ  ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ ରଖିଥିବା ୫୨ ଛାତ୍ରୀଛାତ୍ରଙ୍କୁ ମଙ୍ଗଳବାର ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରାଯାଇଛି। ଏଥିସହ ପରୀକ୍ଷାରେ ଶତପ୍ରତିଶତ ଫଳାଫଳ ପ୍ରଦର୍ଶନ କରିଥିବା ୫ଟି…

ଗଛ କାଟିବା ହେଲା କାଳ

ଆଜି ଏ ପରି ଏକ ଦୁଃଖଦ ଘଟଣା ଘଟିଛି ତାଳଚେର ଅନ୍ତର୍ଗତ ତାଳବେଡା ଗ୍ରାମର ସୌଭାଗ୍ୟନଗର ସାହି ରେ । ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ବେହେରା (୨୫) ସବୁଦିନ ଭଳି ଆଜି ଦିନମଜୁରୀ ପାଇଁ ଯାଇଥିଲେ ଗଛ କାଟିବା ପାଇଁ ,ଗଛ କାଟିବାରେ ଅସାବଧାନତା ପାଇଁ ଗଛ ମାଡି ବସିବାରୁ ତାଙ୍କର…