ରେଭେନ୍ସା ଟପ୍ପର
ଅନୁଗୁଳ ଜିଲ୍ଲା ବଅଁରପାଳ ସ୍ଥିତ ପିବିକେ ହାଇସ୍କୁଲର ଛାତ୍ର ସତ୍ୟଜିତ ବେହେରା ରେଭେନ୍ଶା ଜୁନିୟର କଲେଜରେ ଟପ୍ପର ହୋଇଛନ୍ତି। ସତ୍ୟଜିତ ହାଇସ୍କୁଲ ପରୀକ୍ଷାରେ ୯୫ ଶତକଡ଼ା ନମ୍ବର ରଖିଥିଲେ। ଏହାପରେ କଟକ ସ୍ଥିତ ରେଭେନ୍ଶା ଜୁନିୟର କଲେଜରେ ନାମ ଲେଖାଇଥିଲେ। ସେ ମୋଟ ୫୪୯ ନମ୍ବର…