ଅନୁଗୁଳ ବିଧାୟକ ଉପବାଚସ୍ପତି ପ୍ରାର୍ଥୀ State By MEDIA INDIA News On Jun 8, 2019 0 249 Share ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହ ଙ୍କୁ ଚଳିତ ବିଧାନସଭା ପାଇଁ ଦଳ ପକ୍ଷରୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଶ୍ରୀ ସିଂହଙ୍କର ଉପବାଚସ୍ପତି ଭାବେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି। 0 249 Share FacebookTwitterGoogle+ReddItWhatsAppPinterestEmail