Recent Posts
ଶିକାର ବନ୍ଦ ନ କରିବାର ଦୁଃଖଦ ପରିଣାମ ଭୋଗିବାକୁ ପଡ଼ିବ ନିରୀହ ଫରେଷ୍ଟ ଗାର୍ଡ ପରିବାରକୁ ; ଶିକାରୀ ଗୁଳିରେ ଫରେଷ୍ଟ…
ଶିକାର ବନ୍ଦ ନ କରିବା ଇଛାଶକ୍ତି ଅଭାବରୁ ନୀରିହ କର୍ମଚାରୀ ଶିକାରୀ ଗୁଳିର ଶିକାର। ଯାହାର ପରିଣାମ ଭୋଗିବାକୁ ପଡ଼ିବ ତାଙ୍କ ପରିବାର ଲୋକଙ୍କୁ।ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ ।ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ (୩୭)…
ଗ୍ରାହକଙ୍କ ଆଇସକ୍ରିମରୁ ବାହାରିଲା ଝିଟିପିଟି ଲାଞ୍ଜ
ଗ୍ରାହକଙ୍କ ଆଇସକ୍ରିମରୁ ବାହାରିଲା ଝିଟିପିଟି ଲାଞ୍ଜ।କିଛି ମାସ ପୂର୍ବରୁ ମୁମ୍ବାଇରେ ଆଇସକ୍ରିମରେ ଏକ କଟା ଆଙ୍ଗୁଠି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏମିତି ଏକ ଘଟଣା ଗୁଜରାଟର ଅହମଦାବାଦରୁ ସାମ୍ନାକୁ ଆସିଛି।ଏଠାରେ ଜଣେ ମହିଳା ଆଇସକ୍ରିମ କୋନରେ ଏକ ଝିଟିପିଟିର ଲାଞ୍ଜ ପାଇଥିବା…
ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା
ଜିନ୍ଦଲ କମ୍ପାନୀ ର ଜୁଲମ ରେ ଅତିଷ୍ଟ ଗ୍ରାମବାସୀଙ୍କ ଆତ୍ମହୁତି ଚିନ୍ତା।ପ୍ରଶାସନ ଜିନ୍ଦଲ ସହିତ ହାତ ମେଳାଇଥିବା ଅଭିଯୋଗ।ଅନୁଗୁଳ ସ୍ଥିତ ଜିନ୍ଦଲ କମ୍ପାନୀ ବିରୁଦ୍ଧରେ ବାରମ୍ଵାର ଅଭିଯୋଗ ହେଉଥିଲେ ମଧ୍ୟ ନା ପ୍ରଶାସନ କୌଣସି ପଦକ୍ଷେପ ନେଇଛି ନା ଜିନ୍ଦଲ ଟିକିଏ ବି ସୁଧୁରୁଛି। ଆମ…
ବଡ ମଦ ବ୍ୟବସାୟୀଙ୍କ ଉପରେ ସକାଳୁ ସକାଳୁ ଆୟକର ବିଭାଗର ଚଢଉ
ଅନୁଗୁଳ କରଡଗାଡିଆ ବାସିନ୍ଦା ମଦ ବ୍ୟବସାୟ ର ମହାରାଜା ବୋଲାଉଥିବା ବିକ୍ରମ ସାହୁଙ୍କ ଘରେ ବଡ ଧରଣର ଆୟକର ବିଭାଗର ରେଡ଼ ହୋଇଛି। ଅନୁଗୁଳ ସହିତ ତାଳଚେର, କାମାକ୍ଷାନଗର ଢେଙ୍କାନାଳ, ଭୁବନେଶ୍ୱର ଏବଂ ପୁରୀରେ ଏକକାଳୀନ ରେଡ଼ ହେଉଥିବା ସୂଚନା ମିଳିଛି। ଆୟକର ଫାଙ୍କିଥିବା ଅଭିଯୋଗ ନେଇ ଏହି…
ଆଶା ଆଶଙ୍କା ମଧ୍ୟରେ ୯ ମାସ ପରେ ସୁନିଶ୍ଚିତ ହେଲା ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା
ଆଶା ଆଶଙ୍କା ମଧ୍ୟରେ ୯ ମାସ ପରେ ସୁନିଶ୍ଚିତ ହେଲା ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବା।ଭାରତୀୟ ସମୟ ବୁଧବାର ଭୋର ୩.୨୭ ରେ ଫ୍ଲୋରିଡା ରେ କରିବେ ଅବତରଣ।ଆରମ୍ଭ ହେଲା ସୁନିତାଙ୍କ ଘରବାହୁଡ଼ା ପ୍ରକ୍ରିୟା।ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ମଙ୍ଗଳବାର ଦିନ…
ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ କଇଁଚିରେ କାଟିଲେ ଚୁଟି
ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳର ଘଟଣା।ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ସଫଳ ନହେବାରୁ କଇଁଚିରେ ଚୁଟି କାଟି ତାଙ୍କ ସମ୍ମାନ ହାନି ଭଳି ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଘଟଣା ଅନୁସାରେ ଗତ ଶନିବାର ଦିନ ହୋଲି ଥିବାବେଳେ ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ କବୁତି…
ଅନୁଗୁଳ ରେ ରକ୍ତରେ ଖେଳାଗଲା ହୋଲି; ଆକ୍ରମଣରେ ବ୍ୟକ୍ତି ମୃତ
ରକ୍ତରେ ଖେଳିଲେ ହୋଲି, କଟୁରୀ ମାଡ ରେ ଜଣେ ମୃତ। ଅନୁଗୁଳ ସହର ନାଖରାସାହି ଠାରେ ବୁଲିଲା ମାରଣାସ୍ତ୍ର। କଟୁରୀ ଚୋଟରେ ଜଣେ ମୃତ । ଗାଧୋଇବା ପାଇଁ ଯାଇଥିବା ବେଳେ ଆଜାଦ ହୋସେନ ନାମକ ଜଣେ ବ୍ୟକ୍ତିଙ୍କୁ ମଣ୍ଟୁ ସାମନ୍ତରାୟ ନାମକ ଜଣେ ଯୁବକ ହାଣି ଘଟଣା ସ୍ଥଳରୁ ଚମ୍ପଟ । ପଛରୁ ଆସି ବେକକୁ…
ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ
ହୋଲିରେ ହୃଦୟ ବିଦାରକ ଘଟଣା; ଟ୍ରକ ଧକ୍କାରେ ବାପା ମା ଓ ପୁଅଙ୍କ ଉଡିଗଲା ପ୍ରାଣବାୟୁ।ଚମ୍ପୁଆରେ ଅଭାବନୀୟ ଘଟଣା।ଟ୍ରକ୍ ଧକ୍କାରେ ବାପା ମା ଓ ପୁଅଙ୍କ ମୃତ୍ୟୁ।ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣା…
ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ରହିବ ଜାରୀ
ତାତିରୁ ନାହିଁ ନିସ୍ତାର ।ସାରା ରାଜ୍ୟରେ ପ୍ରଚଣ୍ଡ ଖରା । ୧୭ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ୪୦ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା । ଝାରସୁଗୁଡାରେ ସର୍ବାଧିକ ୪୧ ଡିଗ୍ରୀ ରେକର୍ଡ ହୋଇଛି ।ଆଜି ୧୦ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଜାରି । ଦିନ ୧୧ଟାରୁ ୩ଟା ବାହାରକୁ ନଯିବାକୁ…
ଆଇଆରବି କନଷ୍ଟେବଳ ନିଯୁକ୍ତିରେ ରୋକ ଲଗାଇଲେ ଓଡ଼ିଶା ହାଇକୋର୍ଟ
ଆଇଆରବି କନଷ୍ଟେବଳ ନିଯୁକ୍ତିରେ ରୋକ ଲଗାଇଲେ ଓଡ଼ିଶା ହାଇକୋର୍ଟ।ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ମାର୍ଚ୍ଚ, ୨୦୨୫ରେ ହେବ ବୋଲି ଧାର୍ଯ୍ୟ…
