Webportal

କିନ୍ନର ଙ୍କୁ ଆକ୍ରମଣ ଅଭିଯୋଗ

ଅନୁଗୋଳ ଜିଲ୍ଲାରେ କିନ୍ନରଙ୍କୁ ମରଣାନ୍ତକ ଅାକ୍ରମଣ । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଥାନା ନିକଟରେ । ଏକ ଦଣ୍ଡ ନୂତ୍ୟର ମାଲିକ ରାଜଶ୍ରୀ ନାମୀ ଜଣେ କିନ୍ନର ଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି । କିନ୍ନର ଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ହେଲେ…

ସାନି ମତଦାନ

ଆଜି ତାଳଚେର ବ୍ଲକ ଧରମପୁର ପଞ୍ଚାୟତ ଜନ୍ଦାବାହାଳ ଗାଁର ୮୫ ନ ବୁଥରେ ସାନି ମତଦାନ ହେଉଅଛି । ପୂର୍ବରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ରେ ଏହିଠାରେ ମତଦାନ ହୋଇଥିଲା କିନ୍ତୁ ଭିଭିପ୍ୟାଡର ବାଲାଟ ୟୁନିଟ ରେ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ତାକୁ ବଦଳା ଯାଇଥିଲା କିନ୍ତୁ ନିୟମ ଅନୁସାରେ ଗୋଟିଏ…

ଫୁଣି ଦୁଃଖଦ ଦୁର୍ଘଟଣା

ଗଂଜାମ ଜିଲ୍ଲା ସୋରଡା ବ୍ଲକ ଅନ୍ତର୍ଗତ ଗାଜଲବାଡ଼ି ରୁ ରାମାନାବାଡ଼ି ରାସ୍ତାରେ ଏକ ଗୁଡି ବୋଝେଇ ଟ୍ରାକଟର ଓଲଟି ଜଣେ ଶ୍ରମିକ ଙ୍କ ମୂର୍ତ୍ତ। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ସୋରଡା ସ୍ୱାସ୍ତ୍ୟ କେନ୍ଦ୍ର କୁ ପଠା ଯାଇଛି। ମୃତକ ବ୍ୟକ୍ତି…

ଘାଟିରେ ଦୁର୍ଘଟଣା

କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ନିକଟସ୍ଥ ସାତକୋଶିଆ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ଜଣେ ମୃତ ଦୁଇ ଜଣ ଗୁରୁତର ହୋଇଛନ୍ତି । ଖବର ଅନୁଯାୟୀ ଆଜି ଏକ ବାଇକ୍ ଯୋଗେ ୩ଜଣ ବ୍ୟକ୍ତି ଠାକୁରମୁଣ୍ଡା ଅଭିମୁଖେ ଯାଉଥିବା ସମୟରେ ସାତକୋଶିଆ ଘାଟିରେ ହଠାତ୍ କୌଣସି କାରଣରୁ ଭାରସାମ୍ୟ…

ମାଓବାଦୀ କଲେ ଆତ୍ମସମର୍ପଣ

ପୁଣି ନୂଆପଡା ଜିଲ୍ଲା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ସୂଚନା ଅନୁସାରେ ଜଣେ ହାର୍ଡକୋର୍ଡ଼ ମାଓବାଦୀ ନୂଆପଡା SP ଙ୍କ ପାଖରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁ ପର୍ଶୁରାମ ଧରୁଆ @ ମଣ୍ଟୁ ତାଙ୍କ ବାପା ଙ୍କ ନାଁ ସୁକଲ ଧରୁଆ ସେ ବୋଡେ଼ନ ବ୍ଲକ ଭାଇଁସାଦାନୀ…

ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ

ସେଦିସେଦିନ ଥିଲା may ୬ ତାରିଖ ଖବର ପାଇ ଆମେ ପହଞ୍ଚିଥିଲୁ ଭଦ୍ରକ କୁଆଁସରୋଡରେ ଥିବା ସାଳନ୍ଦୀ ଗେଷ୍ଟ ହାଉସରେ ,ପହଞ୍ଚିବା ପରେ ଗେଷ୍ଟ ହାଉସ ମାଲିକଙ୍କ ପୁଅ ରିଶେପସନରେ ବସିଥିବାର ଦେଖି ପ୍ରଥମେ ତାଙ୍କୁ ଘଟଣା ସମନ୍ଧରେ ପଚାରିବାରୁ ସେ ଆମକୁ କହିଲେ ଯେ ସକାଳୁ ସକାଳୁ ଦୁଇଜଣ ଯୁବକ ଯୁବତୀ…

ଘରେ ସୋଇଥିବା ବେଳେ ଆକ୍ରମଣ

ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଘଟିଯାଇଛି ଏକ ଲୋମ ହର୍ଷଣ କାରୀ ଘଟଣା ।ସେହି ଗ୍ରାମ ନିକଟ ହାଟ ସାହି ରେ ରହୁଥିବା ବରଜ ସୟ ଏବଂ ତାଙ୍କ ସ୍ତ୍ରୀ ସାଜି ସୟଙ୍କୁ  ୧୬  ବିଳମ୍ବିତ ରାତିରେ ୩ ଜଣ ଦୁର୍ବୁତ୍ତ ଅତି ନିର୍ମମ ଭାବେ କୌଣସି ଧାରୁଆ ଅସ୍ତ୍ରରେ ହାଣି ସ୍ୱାମୀ…

ସ୍ୱ ସଞ୍ଚିତ ଅର୍ଥ ଫେରି ପାଇବା ପାଇଁ ଚିନ୍ତାରେ ଜନତା

ଭାରତ ବର୍ଷର ବଡ଼ ବଡ଼ ନାମ କରା ଅର୍ଥ ଲଗାଣକାରି ସଂସ୍ଥା ମଧ୍ୟରୁ ବିଶିଷ୍ଟ ଅର୍ଥ ଉଦ୍ୟୋଗୀ ସୁବ୍ରତ ରାଏ ଙ୍କ ସାହାରା ଇଣ୍ଡିଆ ଆଜି ଦେବାଳିଆ ହୋଇ ପଡିଛି।ଏହି ସଂସ୍ଥା ଉପରେ ଭରସା କରି କୋଟି କୋଟି ଗ୍ରାହକ ସେମାନଙ୍କ ସ୍ୱପ୍ନକୁ ସାକାର କରବାକୁ ନିଜ ନିଜର ଯେଉଁ ଝାଳବୁହା ପରିଶ୍ରମର ଅର୍ଜୀତ…

ଦୁର୍ଘଟଣା

ଜାତୀୟ ରାଜପଥ ୫୫ ବଡକେରା ନିକଟରେ ଏକ ଟ୍ରକ ଏବଂ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଜରପଡା ପଟୁ ଆସୁଥିବା ଏକ ଟ୍ରକ ( GJ-15AT 6748) କୁ ବଡ଼କେରାର ଏକ ଢ଼ାବା ସମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଟ୍ରଲର (MH-19CY- 2611)ଧକ୍କା…

ବିଦ୍ୟୁତ ବିଭାଗ ପକ୍ଷରୁ ନିୟମ ଅଣଦେଖା

ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଂଚାୟତ ମହିମା ଟୁଙ୍ଗୀ ପାଖରେ ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ଯିବା, ବିଦ୍ୟୁତ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା। ବିଦ୍ୟୁତ ବିଭାଗ କେଉଁପରି ଭାବରେ, କାହା ସ୍ୱାର୍ଥରେ ଏହିଭଳି ବିଦ୍ୟୁତ ବିଛେଇଛି ତାହା ଏବେ ସନ୍ଦେହ ଘେରରେ। ଅସୁରକ୍ଷିତ…