Webportal

ବିଦ୍ୟୁତ ବିଭାଗ ପକ୍ଷରୁ ନିୟମ ଅଣଦେଖା

0 364

ଅନୁଗୋଳ ବ୍ଲକ ଅଙ୍ଗାରବନ୍ଧ ପଂଚାୟତ ମହିମା ଟୁଙ୍ଗୀ ପାଖରେ ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ଯିବା, ବିଦ୍ୟୁତ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା। ବିଦ୍ୟୁତ ବିଭାଗ କେଉଁପରି ଭାବରେ, କାହା ସ୍ୱାର୍ଥରେ ଏହିଭଳି ବିଦ୍ୟୁତ ବିଛେଇଛି ତାହା ଏବେ ସନ୍ଦେହ ଘେରରେ। ଅସୁରକ୍ଷିତ ଭାବରେ ବାଉଁଶ ଖୁଣ୍ଟ ରେ ବିଦ୍ୟୁତ ଟାଣିବା ବଡ ଦୁଃଖର ବିଷୟ। ଏହିଭଳି ଭାବରେ ବିଦ୍ୟୁତ ଗଲେ ସାଧାରଣ ଜନତା କେତେ ସୁରକ୍ଷିତ ହେବେ ତାହା କହିବା ବଡ଼ କଷ୍ଟ। ଯଦି କିଛି ଅଘଟଣ ଘଟେ ବିଦ୍ୟୁତ ବିଭାଗ ହିଁ ସମ୍ପୂର୍ଣ୍ଣ ଦାୟୀ ରହିବ ।

Leave A Reply

Your email address will not be published.