Webportal

ହାତୀ ଆକ୍ରମଣରେ ଗାଈ ମୃତ

ଅନୁଗୁଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମ ନିକଟସ୍ଥ କାଜୁବଗିଚାରେ ଗୁରୁବାର ସକାଳେ ହାତୀପଲ ଆକ୍ରମଣରେ ଏକ ଗାଈର ମୃତ୍ୟୁ ଘଟିଛି। ଘଟଣାରୁ ଜଣାପଡିଛି, ନୂଆଗାଁ ଲୁଣମାଟି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଏକ ହାତୀପଲ କଣଲୋଇ ସଂରକ୍ଷିତ ଜଙ୍ଗଲକୁ ଗଲାବେଳେ…

ବିଷାକ୍ତ ମଦ ପିଇ ମୃତ୍ୟୁ

ଭଦ୍ରକ ଜିଲ୍ଲାର ତିହିଡି ଅଂଚଳରେ ବିଷାକ୍ତ ମଦ ପିଇ ଦୁଇ ମୃତ ଓ ଅଠେଇସ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ରେ ଭର୍ତ୍ତି . ଗୁରୁତର ଙ୍କ ସ୍ୱାସ୍ଥ୍ୟ ବସ୍ଥା ପଚାରି ବୁଝିଲେ ଜ଼ିଲ୍ଲାପାଳ . ଚୋରା ମଦ କେଉଁଠୁ ଆସିଲା ଓ କିଏ ଦେଲା ସେ ନେଇ ତଦନ୍ତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ସମ୍ଭାବ୍ୟ ବାତ୍ୟା ଯୋଗୁଁ ଛୁଟୀ ବାତିଲ

ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନୀ ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ଘଣ୍ଟାକୁ ପ୍ରାୟ ୧୮୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ସୋମବାର ଅନୁୁୁଗୁୁଲ  ଜିଲା…

ଅଂଶୁଘାତ ମୃତ୍ୟୁ ସନ୍ଦେହ

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗାଁ ପୋଖରୀ ହୁଡ଼ାରୁ ଆଜି ସକାଳେ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ହେଲେ ପୋକତୁଙ୍ଗା ଗାଁର ଯଦୁନାଥ ପ୍ରଧାନ।  ଘଟଣାରୁ ପ୍ରକାଶ ଯେ ଯଦୁନାଥ ଗତକାଲି ସକାଳ ପ୍ରାୟ ୧୧ ଟା ବେଳୁ ଘରୁ ବାହାରକୁ ବାହାରି ଯାଇଥିଲେ । ତେବେ ସେ…

ବିଭାଘର ଶୋଭାଯାତ୍ରାରେ ଅଘଟଣ

କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଲେଖନପଡା ଗାଁରେ ଗତକାଲି ରାତିରେ ଏକ ବିବାହ ଶୋଭାଯାତ୍ରାରେ ଥିବା କାର ଦୃଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ସେମାନେ ହେଲେ ଲେଖନପଡା ଗାଁର ସୁରେସ ସେଠି ଓ ବର ପାଲିଙ୍କି କାନ୍ଧେଇଥିବା ବ୍ୟକ୍ତି ବଟିରା ଗାଁର ମୁରଲି ମଲ୍ଲିକ । ଗତକାଲି…

ପ୍ରିଜାଇଡିଂ ଅଫିସର ନିଲମ୍ବିତ

ବିଞାରପୁର ନିର୍ବାଚନ ମଣ୍ଡଳୀ ର ବୁଥ ନଂ ୧୯୧ର ପ୍ରିଜାଇଡିଂ ଅଫିସର ବୈକୁଣ୍ଠ ନାଥ ମଲ୍ଲିକ ଙ୍କୁ ଭୋଟର ଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜିଲ୍ଲାପାଳ ନିଲମ୍ବନ କରିବା ସହ ତାଙ୍କୁ ଗିରଫ କରିବା କରିବାକୁ ପୋଲିସ କୁ ନିର୍ଦ୍ଦେଶ।

ମତଦାନ ବନ୍ଦ

ନିଆଳୀ ବ୍ଳକ କସର୍ଦ୍ଧା ପଞ୍ଚାୟତ ପତ୍ରକଣା ବୁଥ ନଂ. ୧୩୫ ରେ ମତଦାନ ବନ୍ଦ। ଦିନ ୧୦.୩୦ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ EVM MECINE ଉପରେ ପଡ଼ି ଯାଇଥିଲେ ଫଳରେ ମତଦାନ ମେସିନ କନେକ୍ସନ ଛିନ୍ନ ହୋଇଯାଇଥିଲା । ଘଟଣାରେ ପୁଲିଙ୍ଗ ଏଜେଣ୍ଟ ରମେଶ ଚନ୍ଦ୍ର ସାହୁଙ୍କ ଭାଇ ସୁକାନ୍ତ ସାହୁ ଆହାତ…

ଆଶ୍ଚର୍ଯ୍ୟ ପ୍ରଚଣ୍ଡ ଖରାରେ ସାଇନ ଫ୍ଲୁରେ ମୃତ

ଗ୍ରୀଷ୍ମ ପ୍ରବାହରେ ଚଳିତ ସପ୍ତାହରେ ଅନୁଗୁଳ ସହରର ଦୁଇ ଜଣ ସ୍ବାମୀ ଓ ସ୍ତ୍ରୀ ସ୍ବାଇନ୍‌ ଫ୍ଳୁ’ରେ ମୃତ୍ୟୁବରଣ କରିବ‌ା ଘଟଣା ସହରବାସୀକୁ ଚକିତ କରିଛି। ତା’ ସାଙ୍ଗକୁ ଆଉ ତିନି ଜଣ ସମ୍ପର୍କୀୟ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ୧୦ବର୍ଷର ବାଳକ…

ରାଜ୍ୟରେ ଅସହ୍ୟ ତାତି

ତାତିରୁ ନାହିଁ ନିସ୍ତାର।ଅସମ୍ଭାଳ ଗରମରେ ଜନଜୀବନ ଅସ୍ତବ୍ୟସ୍ତ।ଅନୁଗୁଳ ଜିଲ୍ଲାର ତାଳଚେରରେ ପାରଦ ୪୬ ଡିଗ୍ରୀ ଛୁଇଁଲା ।ଖରାରେ ମୁଣ୍ଡ ଝାଇଁ ମାରି ଯାଉଛି, ରୌଦ୍ର ପ୍ରକୋପ ବଢ଼ି ବଢ଼ି ଚାଲିଛି,ଏବେଠୁଁ ସ୍ଥିତି ଅସମ୍ଭାଳ ହେଲାଣି। ତାଳଚେର ଆଜି ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ୪୬…

ଲଗାତାର ଦ୍ଵିତୀୟ ଦିନରେ ୫୫ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା

ଟ୍ରକ ଧକ୍କାରେ ମହିଳା ମୃତ । ବଅଁରପାଳ ଥାନା ବୁଢ଼ାପଙ୍କ ଛକ ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କା ରେ ଜଣେ ମହିଳାଙ୍କ ମୃତ୍ୟୁ । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଥିବା ବେଳେ ମହିଳାଙ୍କ…