Webportal

ହିଙ୍ଗୁଳା ଯାତ୍ରା ଆରମ୍ଭ

ଆଜିଠାରୁ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳ ଗୋପାଳ ପ୍ରସାଦ ରେ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରା ଓ ସତର ତମ ଲୋକ ମହୋତ୍ସବ ଆରମ୍ଭ ହେଲା ଯାହା ଚଳିତ ମାସ ଛବିଶ୍ ପର୍ଯ୍ୟନ୍ତ ଚାଲିବ।ଏହି ବର୍ଷ ମା ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ତିନି ଶହ ମିଟର ଦୁରତାରେ ଅଗ୍ନି ରୂପେ ଉଭା…

ଭୁଜାଲି ମାରି ଲୁଟ

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଞ୍ଚଳରେ ଅଘଟଣ । କିଶୋରନଗର କଲେଜ ର ପିଅନ ପରମା ସାହୁ ପଚାଶ ହଜାର ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଘୋଷର ନିକଟରେ ବାଇକରେ ତିନି ଜଣ ଦୁର୍ବୃତ୍ତ ଆଶି ଭୁଜାଲିରେ ହାଣି ଲୁଟିନେଲେ ସମସ୍ତ ଟଙ୍କା । ତାଙ୍କୁ ଗୁରୁତ୍ବର ଅବସ୍ଥାରେ କିଶୋରନଗର ମେଡିକାଲରେ…

ଡକାୟତ ଦଳ ଗିରଫ

ଯାଜପୁର ଜିଲ୍ଲା ଧର୍ମଶାଳା ପୁଲିସ ଚଢ଼ାଉ କରି ଦେଉଳି ନିକଟରୁ ୬ ଜଣ ବୃତ୍ତିଗତ ଡ଼କାୟତ ଗ୍ୟାଙ୍ଗର ସଦସ୍ୟଙ୍କ ସମେତ ୧ ବନ୍ଧୁକ,୨ଟି ଜୀବନ୍ତ ଗୁଳି,୨ଟି ମୋଟରସାଇକେଲ୍, ମାରଣାସ୍ତ୍ର ଓ ମୂଲ୍ୟବାନ ଚୋରି ସାମଗ୍ରୀ ଜବତ କରିଛନ୍ତି। ଏକ ବଡ଼ ଡକାୟତି ଯୋଜନା କରୁଥିବା ବେଳେ ଅତର୍କିତ ଚଢ଼ାଉ କରି…

ଯାଞ୍ଚ ସମୟରେ ଜନତା ଅଯଥା ହଇରାଣ

ମିଳିଥିବା କ୍ଷମତାର ଦୁରୂପଯୋଗ କିଭଳି କରାଯାଉଛି, ତାହାବି ନିଜର ପ୍ରଭାବ ଦେଖାଇବା ପାଇଁ ଆଜି ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡା ଠାରେ ଆଜି ଅପରାହ୍ନରେ ଏକ କାର (0D 02 AK 5756) ଯୋଗେ ପରଜଙ୍ଗରୁ ତାଳଚେରର ଡେରା ର ଏକ ବ୍ୟାଙ୍କକୁ ଯାଉଥିବା ୨୫…

ସଡକ ଦୁର୍ଘଟଣା

ତାଳଚେର ବ୍ଲକ ତାଳବେଡା ଛକ ଠାରେ ଟ୍ରକ ଓ ମଟର ସାଇକେଲ ଧକ୍କା । ଗୁରୁତର ବାଇକ ଚାଳକ କୁ ମଣ୍ଡାପାଳ ମେଡିକାଲ କୁ ପଠାଯାଇଛି । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କଲେ। ବାଇକ ଚାଳକ ବଅଁରପାଳ ବ୍ଳକ ବଳରାମ ପ୍ରସାଦର ସୁନିଲ ମହାପାତ୍ର ବୋଲି ସୂଚନା ମିଳୁଅଛି ।

ଚୋରି

ଘରର ସମସ୍ତ ସଦସ୍ୟ ଗାଁରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଦୁଇ ଜଣଙ୍କ ଘରେ ପଶି ଚୋର କଳାକନା ବୁଲେଇଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଦହିସଡା ଗ୍ରାମରେ ଯେଉଁଠି କାଲି ବିଳମ୍ବିତ ରାତିରେ ଚୋର ପଶି ଗ୍ରାମର ଗୟାଧର ପାତ୍ର ଓ ବସନ୍ତ ମଳିକ ଙ୍କ…

ସନ୍ଦେହ ଘେରରେ ମୃତ୍ୟୁ

ଝାରସୁଗୁଡା ଜିଲ୍ଲା ମଙ୍ଗଲବଜାର ଅଞ୍ଚଳରେ ଯୁବକ କୁ ହତ୍ୟା । ମୃତ୍ୟୁ ଯୁବକ ଭିକି ସୁନା ଗତ ରାତିରେ ମଙ୍ଗଳବଜାର ଅଞ୍ଚଳରେ ଜଣକ ଘରେ ଚୋରି କରିବାକୁ ପଶିଥିଲା ଓ ସେହି ସମୟରେ ଘର ମାଲିକ ହାବୁଡ଼ରେ ପଡିଯାଇଥିଲା ଯାହାକୁ ପରିବାରର ସଦସ୍ୟ ମାନେ ନିର୍ଧୂମ ପିଟିଲାପରେ ପୋଲିସ ରେ ଜିମା ଦେଇଥିଲେ।…

ଧରାପଡ଼ିଲା ନାବାଳକ ଲୁଟେରା

ଶ୍ରୀମନ୍ଦିର ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା.ପୋଲିସ ହାତରେ ଧରାପଡିଲା ଶ୍ରୀମନ୍ଦିରରୁ ଦୁଇ ଦୁଇ ଥର ଲୁଟ୍ କରିଥିବା ନାବାଳକ ଚୋର.ନାବାଳକର ଘର ବ୍ରହ୍ମଗିରି ଅଞ୍ଚଳରେ ଓ ଦୀର୍ଘ ଦୁଇ ମାସ କାଳ ଶ୍ରୀମନ୍ଦିର ଭିତରେ ଅବଢା ଦୋକାନ ଏବଂ ଦୀପ ଦୋକାନରେ କାମ କରୁଥିଲା ଏବଂ ଦୁଇ ଜଣ ବରିଷ୍ଠ…

ଏଟିଏମ ଲୁଟ ଉଦ୍ୟମ

ଅନୁଗୁଳ ଜିଲ୍ଲା ସାଉଠବଲଣ୍ଡା ସ୍ଥିତ ଷ୍ଟେଟ ବ୍ୟାଙ୍କ ଓ ଆକ୍ସସିସ ବ୍ୟାଙ୍କର ତିନୋଟି ଏ ଟି ଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ ହୋଇଛି।ଘଟଣା ସ୍ଥଳରେ ତାଳଚେର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Fire service week observed

  Fire Service Week   is observed at NTPC Kaniha from April 14 -20,2019. The inaugural function was organized at Fire Station in a befitting manner on April 14,2019. Shri Ramesh Babu V, Group General Manager (GGM) , NTPC Kaniha was the…