Webportal

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ୱାର୍ଡ ଉଦଘାଟିତ

ଅନୁଗୁୁଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅାଜି ନବନିର୍ମିତ ଜରା ଚିକିତ୍ସା ବିଭାଗ ଗୃହ ଓ ଚକ୍ଷୁ ବିଭାଗର ଗୃହ ଦୁଇଟି ୱାର୍ଡର ଶୁଭ ଉଦ୍‌ଘାଟନ ଉପ ବାଚଷ୍ପତି ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୁଭ ଉଦ୍ଘାଟନ ଉତ୍ସବରେ ଜିଲ୍ଲାର ଜିଲ୍ଲାପାଳ ,ଜିଲ୍ଲା…

ଦେଖାଗଲା ରାଜନୈତିକ ଶତ୍ରୁତାର ନମୁନା

ଅନୁଗୁଳ ଜିଲ୍ଲା ତାଳଚେର ସନ୍ଥପଡା ଗାଁରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ହୋଇଥିବା ଜଣାପଡିଛି । ଏହି ହିଂସାକାଣ୍ଡ ବେଳେ କଟୁରି ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭାର୍ତ୍ତି ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ପୂର୍ବରୁ ସରିଥିବା ନିର୍ବାଚନ ବେଳେ ଥିବା…

ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପରିବାର ଙ୍କ ଉପରେ ହୋଇଥିବା ଅଭିଯୋଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।ଆଜି ଅଭିଯୋଗକାରିଣୀ ମହିଳା ସାମ୍ବାଦିକା ସସ୍ମିତା ଆଚାର୍ଯ୍ୟ ତାଙ୍କ ଅଭିଯୋଗ ଉପରେ ପୋଲିସ ର ନିଷ୍କ୍ରିୟତା ଅଭିଯୋଗ କରି ପୁରିଘାଟ…

ଗୁଣିଗାରେଡି ସନ୍ଦେହରୁ ହତ୍ୟା

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗାଁ ରେ ଗତ ରାତିରେ ଦୀନବନ୍ଧୁ ମୁଣ୍ଡା ନାମକ ବ୍ୟକ୍ତିଙ୍କୁ ସେହି ଗ୍ରାମର ସାତ ଜଣ ମିଶି ଗୁଣିଗାରେଡି ସନ୍ଦେହରେ ହତ୍ୟା କରିଥିବା ର ଅଭିଯୋଗ ହୋଇଛି ଏବଂ ପ୍ରତ୍ୟକ୍ଷ ଦର୍ଶୀ ମଧ୍ୟ ଏହା କହିଛନ୍ତି।ହତ୍ୟାକାରୀ ସମସ୍ତେ ପୋଲିସ ନିକଟରେ ଆତ୍ମସମର୍ପଣ…

ବିଦ୍ୟୁତ ତାର ଛିଣ୍ଡି ଅଘଟଣ

ଅନୁଗୁୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକ ନିକଟରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୧ଟମଇଁଷି ଓ ୨ ଟି ପୋଢ଼ର ମୃତ୍ୟୁ ହୋଇଥିବା ବେଳେ ପୋଢ଼ ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ ପରଙ୍ଗ ଗ୍ରାମର ମଧୁସୂଦନ ପାତ୍ରଙ୍କର ପୋଢ଼ ଓ ମଇଁଷି ରବିବାର ପିତାବଳି ଛକ…

ବେପରୁଆ ଗାଡି ଚାଳନା ନେଇଗଲା ବହୁମୂଲ୍ୟ ଜୀବନ

ଅନୁଗୁଳ ଜିଲ୍ଲା ସମଲ ଥାନା ୧୪୯ ନମ୍ବର ଜାତୀୟ ରାଜପଥ ନାହିକାନାଲି ଠାରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଭୋର ସମୟରେ ଅଜଣା ଟ୍ରକ୍ ଏକ କାର(OD-14-H-3453) କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଘଟଣାରୁ ପ୍ରକାଶ ଯେ କାରରେ…

ରାସ୍ତା ଉପରେ ଜଳିଗଲା ଟ୍ରକ

କେନ୍ଦ୍ରାପଡା ୫ ନମ୍ଵର କ ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର କେନାଲ ପୋଲ ଉପରେ ଜଳିଗଲା କୋଇଲା ବୋଝେଇ ଟ୍ରକ ।ପୋଲରେ ପିଟି ହୋଇ ନିଆଁ ଲାଗିଗଲା । ହତୁହୁତୁ ହୋଇ ଜଳୁଛି କୋଇଲା  ଟ୍ରକ ,ପାରାଦ୍ଵୀପ ବନ୍ଦରରୁ କୋଇଲା ବୋଝେଇ ଟ୍ରକ ଫେରୁଥିଲା ଚଣ୍ଡିଖୋଲ ।

ନିରୁପାୟ ଚାଷୀ

ଅନୁଗୁଳ ବ୍ଲକ ଖାଲଙ୍ଗା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷ ଚାଷୀ ଙ୍କୁ ଯୋଗାଯାଇ ଥିବା ପୂଜା କିସମ ବିହନ ବସ୍ତା ୨୦ କିଗ୍ରା କୁ୪୦୦ ଟଙ୍କାରେ ବିକ୍ରି କରାଯାଇଥିଲା କିନ୍ତୁ ଚାଷୀ କିଣିଥିବା ବିହନ ଚାଷ ଉପଯୋଗୀ ହୋଇ ନ ଥିବା ଅଭିଯୋଗ ଆସିଛି।ଧାନ ବିହନ ବସ୍ତା ଭିତରେ ଧାନ ଗଜା ହୋଇ ଯାଇଅଛି…