Webportal

ଦାଦା ସାଜିଲା ପୁତୁରା ହତ୍ୟାକାରୀ

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅନ୍ତର୍ଗତ କଲଣ୍ଡା ଭୂୟାଁ ସାହିରେ ଘଟିଛି ଅଭାବନୀୟ ଘଟଣା । କାଲି ପ୍ରାୟ ଦିନ ତିନି ଟା ସମୟରେ ନିଜ ପୁତୁରା କାନ୍ଦୁରୁ ଦେହୁରୀ କୁ କଟୁରୀ ରେ ହାଣି ହତ୍ୟା କରିଛି ଦାଦା ପାଉ ଦେହୁରୀ । କାନ୍ଦୁରୁ ଖାଇ ସାରିବା ପରେ ନିଜ ବାରଣ୍ଡାରେ…

ତାଳଚେର ଅଞ୍ଚଳରେ ଯୁବକର ମୃତ ଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ତାଳଚେର ଏମସିଏଲ ଜଗନ୍ନାଥ କଲୋନୀରୁ ସଂଦେହ ଜନକ ଭାବେ ଜଣେ ଯୁବକର ମୃତ ଦେହ ଉଦ୍ଧାର। ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ। ତଦନ୍ତ ପରେ ସତ୍ୟତା ଜଣାପଡିବ।

ସରକାରୀ ଯୋଜନା କୁ ବେଖାତିର, ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ, ଛାତ୍ର ଛାତ୍ରୀ ଏକ କିଲୋମିଟର ଯାଉଛନ୍ତି ପାଣି…

ଆଶ୍ଚର୍ଯ୍ୟ ହେଲେ ବି ସତ, ବିଦ୍ୟାଳୟ ଅଛି କିନ୍ତୁ ପାନୀୟ ଜଳ ନାହିଁ।ପାନୀୟ ଜଳ ପାଇଁ ଛାତ୍ର ଛାତ୍ରୀ ଏକ କିଲୋମିଟର ଯାଉଛନ୍ତି।ଏ ହେଲା ବାସ୍ତବ ଚିତ୍ର ଉପାନ୍ତ ଅଞ୍ଚଳରେ ଶିକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନିକ ବ୍ୟବସ୍ଥାର ଆନ୍ତରିକତା।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର…

ଛେଣ୍ଡିପଦାରେ ଖୋଲିଲା ବିଚାର ବିଭାଗୀୟ ଅଦାଲତ

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ସଦର ମହକୁମାରେ ଦେୱାନୀ ବିଵାରପତି (କନିଷ୍ଠ ବିଭାଗ) ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଅାଜି ଉଦଘାଟିତ ହୋଇଯାଇଛି ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ବିଶ୍ବନାଥ ରଥ ଯୋଗ ଦେଇ ଛେଣ୍ଡିପଦାରେ ନିର୍ମିତ ପ୍ରଥମ…

ରାଜ୍ୟ ଚିକିତ୍ସା ପାଣ୍ଠି ତାଲିକାରୁ ବାଦ ପଡ଼ିଲା କଳିଙ୍ଗ ହସ୍ପିଟାଲ

ବିଧାୟକ ମୋହନ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ଚାରି ଜଣିଆ କମିଟି ରିପୋର୍ଟ ଆଧାରରେ ସମ୍ପୃକ୍ତ ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଗତ ଶୁକ୍ରବାର ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ଓଡ଼ିଶା…

Five arrested planning for dacoity

Acting on a tip off Banarpal Police in Angul district conducted raid near a isolated open field covered with bamboo bushes located in the outskirt of village Serenabeda last night and apprehended five accused persons who assembled there to…

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅନଲାଇନ ଅଭିଯୋଗ ନମ୍ବର ଜାରି

ରାଜ୍ୟ ଖାଦ୍ୟଯୋଗଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସାଧାରଣ ଲୋକ ମାନଙ୍କ ଅଭିଯୋଗ ଗୁଡିକର ସମାଧାନ ତ୍ୱରାନ୍ୱିତ କରିବା ପାଇଁ ଏକିକୃତ ଅଭିଯୋଗ ନମ୍ବର ୧୯୬୭ ଜାରି କରାଯାଇଛି ଯେଉଁଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବଧିୟ ଅଭିଯୋଗ ସହଜରେ ପଞ୍ଜିକରଣ କରାଯାଇପାରିବ। ଆଶା କରାଯାଉଛି ଏହାଦ୍ବାରା…

ଦୁର୍ଘଟଣାରେ ଖବରକାଗଜ ବିକ୍ରେତା ମୃତ

ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳରେ ଆଜି ସକାଳେ ଟ୍ରକ ଧକ୍କା ରେ ଜଣେ ଖବରକାଗଜ ବିକ୍ରେତା ଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକ ହେଲେ ସ୍ଥାନୀୟ ପୁରୁଣା ଗୌଡ଼ସାହି ର ବସନ୍ତ ମହାକୁଡ ଯିଏ ୪୯ ନଂ ଜାତୀୟ ରାଜପଥର ଏକ ଗ୍ରାମ ନିକଟରେ ଖବରକାଗଜ ବାଣ୍ଟିବା ପାଇଁ ଯାଉଥିବାବେଳେ ଏକ ଟ୍ରକ…

ତଥାକଥିତ ସଭ୍ୟ ସମାଜକୁ ଘୋର ଲଜ୍ୟା

ଅନୁଗୁଳ ସହରରେ ଲଜ୍ୟା । ୮ ବର୍ଷର ନାବାଳିକାଙ୍କୁ ରାତି ଅଧରେ ଉଠାଇନେଇ ଦୁଷ୍କର୍ମ କରିବା ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଯାଯାବର ନାବାଳିକା ନିଜ ପରିବାର ସହ ରାସ୍ତାକଡରେ ଶୋଇଥିବା ବେଳେ କାମୁକ ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛି । ଘଟଣାରୁ ପ୍ରକାଶ କିଛି ଯାଯାବର ପରିବାର…

କେନାଲ କାର୍ଯ୍ୟ କୁ ନେଇ ଉତେଜନା

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗେଡିଆ ସଜରାସାହି ଗ୍ରାମ ଠାରେ ଅାଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲ ପୁନଃରୁଦ୍ଧାର କାର୍ଯ୍ୟ ସାଙ୍ଗକୁ କେନାଲ ହୁଡା ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି…