Webportal

ଦେଶରେ କମୁଛି ଆତଙ୍କବାଦୀ ଘଟଣା

ପୂର୍ବ ଦଶନ୍ଧି ତୁଳନାରେ ଚଳିତ ଦଶନ୍ଧି ଏପ୍ରିଲ ୨୦୦୯ ରୁ ଜୁନ ୨୦୧୯ ମଧ୍ୟରେ ଦେଶରେ ଆତଙ୍କବାଦୀ ଆକ୍ରମଣ ଘଟଣା ଉଲେଖନୀୟ ଭାବେ ହ୍ରାସ ପାଇଛି ଯାହାର ମୁଖ୍ୟ କାରଣ ହେଉଛି ଏହା ବିରୋଧରେ ଶୂନ୍ୟ ସହନଶୀଳତା ନୀତି, ଏହାର ମୁକାବିଲା ପାଇଁ ସୁରକ୍ଷା ବାହିନୀର ପ୍ରଭାବୀ ଏବଂ ଲଗାତାର…

ସମରଶିକ୍ଷାର୍ଥୀବାହିନୀ କ୍ୟାଡେଟଙ୍କ ପାଇଁ ପୁରସ୍କାର ସଂଖ୍ୟା ଓ ଅର୍ଥରାଶି ବଢ଼ିଲା

ପ୍ରତିରକ୍ଷା ମନ୍ତ୍ରୀ ଜାତୀୟ ସମରଶିକ୍ଷାର୍ଥୀବାହିନୀ କ୍ୟାଡେଟମାନଙ୍କୁ ପ୍ରଦାନ କରାଯାଉଥିବା ପୁରସ୍କାର ସଂଖ୍ୟା ଏବଂ ଆର୍ଥିକ ପ୍ରୋତ୍ସାହନ ରାଶିରେ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।ବିଭିନ୍ନ ବର୍ଗରେ ଏଣିକି ୧୪୩ ସ୍ଥାନରେ ୨୪୩ କ୍ୟାଡେଟଙ୍କୁ ପୁରସ୍କାର ପ୍ରଦାନ କରାଯିବ।ଏନ ସି ସି…

୨୬୫୬ ସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ରାଜ୍ୟରେ ମୋଟ ୧୭୧୪୩ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ୨୧୫୯ ସ୍କୁଲ ଗୃହ ବିପଦଶଙ୍କୁଳ ଅବସ୍ଥାରେ ଅଛି ଓ ୨୬୫୬ଟି ରେ ପ୍ରଧାନ ଶିକ୍ଷକ ନାହାନ୍ତି।ବିଧାନସଭା ରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ୧୧୫୩୨ ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ…

ଖସିଲା ଛାତ, ଅଳ୍ପକେ ବର୍ତିଲେ ଛାତ୍ରୀ ମାନେ

ଆଜି ମଧ୍ୟାହ୍ନରେ ରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସରେ ଛାତ ପଡି ଅଳ୍ପକେ ବଞ୍ଚିଲେ ବହୁଛାତ୍ରୀ। ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ଅପାରଗତା ପଦାରେ ପଡିଲା । ଏଥି ପାଇଁ ବିଶ୍ଵବିଦ୍ୟାଳୟ ପ୍ରଶାସନ ଦାୟୀ ନା ସରକାର ଦାୟୀ ?ବୋଲି ଆଲୋଚନା। କାହିଁକି ପୁରଣା କୋଠା ଘର କୁ…

ଗିରଫ ହେଲେ ଡକାୟତ ଦଳ

ଗଂଜାମ ଧରାକୋଟ ପୋଲିସ ଦ୍ଵାରା ଛଅ ଡକାୟତ ଗିରଫ । ଦୁଇଟି ବୋମା, ଦୁଇଟି ଖଣ୍ଡା ଓ ଗୋଟିଏ ମୋଟରସାଇକେଲ ଜବତ । ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ନନ୍ଦିଘୋର ତୋଟା ରୁ ଗିରଫ କଲା ପୋଲିସ ।

କୋଇଲା ଖଣି ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ବାଧିତ

ଏମସିଏଲ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି ଚାପି ହୋଇରହିଛନ୍ତି ଶ୍ରମିକ।୯ ଜଣକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିବା ବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏମସିଏଲ ଭରତପୁର କୋଇଲାଖଣିରେ ହୋଇଥିବା ଦୁର୍ଘଟଣା ଯୋଗୁଁ ନିଖୋଜ ଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଦ୍ବିତୀୟ ଦିନରେ…

ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା,ନାବାଳିକା ବଳାତ୍କାର,ଶିଶୁ ଓ ମହିଳା ଚାଲାଣ,ଶିଶୁ ନିର୍ଯାତନା ଓ ନିଖୋଜ ଏବଂ ସର୍ବୋପରି ବିପର୍ଯ୍ୟସ୍ତ ଅାଇନ ଶୃଙ୍ଖଳା ପରିସ୍ଥିତି ଆଦିର ପ୍ରତିବାଦ ଓ ଏମ.ସିଏଲ ଓପନକାଷ୍ଟ କୋଇଲା ଖଣି ଦୁର୍ଘଟଣା ର ସି.ବି.ଅାଇ ତଦନ୍ତ କରିବା…

କମ୍ବିଂ ଅପରେସନ ରେ ମାଓବାଦୀ ମୃତ

ଠିକାଦାର ରାଜିନ୍ଦ୍ର ସାହୁ ଓ ବାବୁପଦରର ଭୀମ ଦୋରା ହତ୍ୟାକାଣ୍ଡ ପରେ ପୋଲିସ କୁମ୍ବିଂ ଆପରେସନକୁ ଜୋରଦାର କରିଛି।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କୋଟବୁଣ୍ଡେଲ ନିକଟରେ ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ଭବାନିପାଟଣାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ମଦ ଦୋକାନ ଖୋଲିବାକୁ ଇ-ନିଲାମୀ କରିବେ ସରକାର

୨୦୦୬ ରୁ ଆଜି ପର୍ଯ୍ୟନ୍ତ ନୂତନ ମଦ ଦୋକାନ ଖୋଲାଯାଇ ନାହିଁ, ତେଣୁ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଖୁବଶୀଘ୍ର ଇ-ଅକ୍ସନ କରାଯିବ ଯାହା କୋର୍ଟରେ ମାମଲା ବିଚାରଧୀନ ଥିବାରୁ ବିଳମ୍ବ ଘଟୁଛି। ଏ ସମସ୍ତ ସୂଚନା ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭା ରେ ଦେଇଛନ୍ତି।ସେ କହିଛନ୍ତି ଯେ…

ଦେଶୀ ଗାଈଙ୍କ ହତ୍ୟା ଉପରେ ସୁପ୍ରିମକୋର୍ଟ ରୋକ

ଦେଶୀ ପ୍ରଜାତି ଗାଈ ମାନଙ୍କର ହତ୍ୟା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବା ପାଇଁ ମଥଲା ଚନ୍ଦ୍ରପତି ରାଓଙ୍କ ଦ୍ୱାରା ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ଏହାକୁ ରୋକିବାକୁ ନିଆ ଯାଉଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ ନୋଟିସ ଜାରି…