Webportal

କୁନ୍ଦୁଲି ଘଟଣାର ହାଇକୋର୍ଟ ରେ ଶୁଣାଣି

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣିି । ତଦନ୍ତ ସାରିବାକୁ ସରକାରଙ୍କୁ ଆଉ ଏକ ମାସ ସମୟ ଦେଲେ କୋର୍ଟ । ଏକ ମାସ ପରେ ପୁଣି ଥରେ ହାଇକୋର୍ଟ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିବେ । ମାମଲାର ଏସଆଇଟି ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଲେ ହାଇକୋର୍ଟ। ରାଜ୍ୟ ଓ…

ସ୍ଥାୟୀ ନିଯୁକ୍ତି ଦାବିରେ ବସିଲେ ଏନଟିପିସି ରେଳ ଧାରଣାରେ

ସ୍ଥାୟୀ ନିଯୁକ୍ତି ଦାବିରେ ଅନଗୁଳ ଜିଲ୍ଲାର ଏନଟିପିସି ରେଳ ଧାରଣାରେ ଆନ୍ଦୋଳନ କରି ଅଭିଯୋଗ କରିଛନ୍ତି ମିଳିଲାନି ନିଯୁକ୍ତି ଓ ଶୁଣିଲେନି କମ୍ପାନୀ କର୍ତ୍ତୃପକ୍ଷ ଏନଟିପିସି ଦ୍ୱାରା ଜମି ହରାଇଥିବା ବାରଟି ପରିବାର। ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ନିଯୁକ୍ତି ପାଇ ଦାବୀ କରିଥିଲେ ମଧ୍ୟ…

ନାଲକୋ ପ୍ଲାଣ୍ଟ ଦୁର୍ଘଟଣା ରେ ଆହତ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି ରେ ପ୍ଲାଣ୍ଟ ସମ୍ମୁଖରେ ଆନ୍ଦୋଳନ

ଅନୁଗୁଳ ଜିଲ୍ଲାର ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣାରେ ଗୁରୁତର ଆହତ ଶ୍ରମିକ ମିଥୁନ ନାଥ ଙ୍କର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ପରେ ଆଜି ତାଙ୍କର ପରିବାର ଲୋକ ଓ ଗ୍ରାମବାସୀ ଆଦିଙ୍କ ପକ୍ଷରୁ ତିରିଶ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଜଣଙ୍କୁ ଚାକିରୀ ଦେବା ଦାବିରେ ମୃତ ଶରୀରକୁ ରଖି ନାଲକୋ…

ବେପରୁଆ ଗାଡି ଚାଳନା ନେଲା ଆଉ ଏକ ଅମୂଲ୍ୟ ଜୀବନ

ଅନୁଗୁଳ ଜିଲ୍ଲାର ତାଳଚେର ଥର୍ମାଲ ନିକଟସ୍ ଗୁରୁଜାଙ୍ଗଲି ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ଜଣେ କୋମଳମତି ଛାତ୍ରୀ ମୃତ ଓ ଜଣେ ଗୁରୁତର ଭାବେ ଆହତ ହୋଇ ତାଳଚେର ଉପଖଣ୍ଡ ଚିକିତ୍ସାଲୟ ରେ ଭର୍ତି।ମୃତକ ଜଣଙ୍କ ଭୁବନେଶ୍ୱର ନିବାସୀ ଓ ସରାଙ୍ଗ କଲେଜ ର ଛାତ୍ରୀ ଯାହାଙ୍କୁ ତାଙ୍କ ବନ୍ଧୁ ତାଳଚେର…

ଦେଖିବାକୁ ମିଳିଛିହିନ୍ଦୁରୀତି ର ବ୍ୟତିକ୍ରମ, ନିଜ ମା ର ଶବ ସତ୍କାର କଲାନାହିଁ ପୁଅ

ଅନୁଗୁୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ମାଛକୁଟା ପଞ୍ଚାୟତରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ମା’ର ଅନ୍ତିମ ସଂସ୍କାର ପାଇଁ ନିଜ ପୁଅ କାନ୍ଧ ଦେଇ ନ ଥିବା ଜଣାପଡ଼ିଛି। ଦୀର୍ଘ ସମୟ ଧରି ଗାଁରେ ମୃତଦେହ ପଡ଼ିଥିବା ନେଇ ଗ୍ରାମବାସୀ ଛେଣ୍ଡିପଦା ଥାନାକୁ ଜଣାଇଥିଲେ। ଏହାପରେ ପୋଲିସ…

3ରୁ ପ୍ରବଳ ବର୍ଷିବ

ଦୁଇ ତାରିଖରେ ଉତ୍ତର - ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ତିନି ତାରିଖରୁ ପ୍ରବଳ ବର୍ଷା ହେବ ଯାହା ଛଅ  ତାରିଖ ସୁଦ୍ଧା ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ଠାରେ ଅତିକ୍ରମ କରିବ ବୋଲି ପାଣିପାଗ ବିଶେସଜ୍ଞ ଡକ୍ତରଶରତ ଚନ୍ଦ୍ର ସାହୁ…

ଆଜିଠାରୁ କିରୋସୀନ କୋଟା ହ୍ରାସ

କେନ୍ଦ୍ର ସରକାର ରାଜ୍ୟ ପାଉଥିବା କିରୋସିନ କୋଟା ମାସିକ ୨୦୭୦୦ କିଲୋଲିଟର ରୁ ୧୬୩୮୪ କିଲୋଲିଟର କମାଇ ଦେବାରୁ ଆଜିଠାରୁ ପଡିକାର୍ଡ ଧାରୀ ମାନଙ୍କୁ ଅଢେଇ ଲିଟର ବଦଳରେ ଦୁଇ ଲିଟର ମିଳିବ।ବିଧାନସଭା ରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପସ୍ୱାଇଁ।

ହାତୀ କଚାଡି ମାରିଲା ମହିଳାଙ୍କୁ

ଅନୁଗୁଳ ଜିଲ୍ଲାରେ ପୁନର୍ବାର ହାତୀ ଆକ୍ରମଣରେ ଜଣେ ମୃତ।ଆଜି ଭୋରୁ ହଣ୍ଡପା ଥାନା ପ୍ରତାପପୁର ଗ୍ରାମରେ ମଂଜୁଲତା ସାହୁ ନାମକ ଜଣେ ମହିଳା ତାଙ୍କ ଘରେ ଝାଡୁ କରୁଥିବା ସମୟରେ ହାତୀ ଟେକି କଚାଡି ମାରିଦେଲା। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଛି ଓ କ୍ଷତି ପୂରଣ ଦାବିରେ ୫୫ ନମ୍ବର…

ଟଳିଲା ବିଦ୍ୟୁତ ଉତ୍ପାଦନ ବାଧା ହେବାର ଭୟ,ପ୍ରଶ୍ନ ରହିଗଲା ସମସ୍ୟା ସମାଧାନ ର ଆନ୍ତରିକତା ଉପରେ

ଅନ୍ତ ଘଟିଛି ଏନଟିପିସି ରୁ ବିଜୁଳି ଉତ୍ପାଦନ ବନ୍ଦ ହେବାର ଡର ର ଯାହା ଫଳରେ ସାରା ଦେଶକୁ ବିଦ୍ୟୁତ ଯୋଗାଣ ବାଧା ପ୍ରାପ୍ତ ହୋଇଥାନ୍ତା। ଶେଷରେ ବିଜେପି ପକ୍ଷରୁ ତାଳଚେର ସ୍ଥିତ ଏମ ସି ଏଲ ଭରତପୁର ଖଣିରେ ଦୁର୍ଘଟଣା ଘଟି ଚାରିଜଣଙ୍କ ମୃତ୍ୟୁ ପରେ ସମସ୍ତ ପ୍ରକାର କୋଇଲା ପରିବହନ ଓ ଖଣିବନ୍ଦ…

କାଳିଆ ଯୋଜନା ରୁ ବାଦ ପଡିବେ ଅଯୋଗ୍ୟ ହିତାଧିକାରୀ

କାଳିଆ ଯୋଜନାରେ କେବଳ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଅନ୍ତର୍ଭୁକ୍ତ କରାଯିବ ଏବଂ କେହି ଜଣେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ଦିଆଯାଉଥିବା ସହାୟତା ରୁ ବଞ୍ଚିତ ହେବେ ନାହିଁ।ପୂର୍ବରୁ ପ୍ରସ୍ତୁତ ତାଲିକାରେ ଯଦି କେହି ଯୋଗ୍ୟ ବିବେଚିତ ହେଉ ନ ଥିବା ହିତାଧିକାରୀ ଥିବେ ତେବେ…