ଝାରସୁଗୁଡା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିଲମ୍ବନ ଆଦେଶ,ଅଦାଲତ ନିର୍ଦ୍ଦେଶ ବିରୁଦ୍ଧରେ ନୂତନ ମଦ ଲାଇସେନ୍ସ ପ୍ରଦାନ…
ଏକ ଅବକାରୀ ସମ୍ପର୍କିତ ମାମଲାରେ ଅଦାଲତ ଅବମାନନା ଅଭିଯୋଗ ରେ ହାଇକୋର୍ଟ ନିଲମ୍ବନ ଆଦେଶ ଦେଲେ ଝାରସୁଗୁଡା ଜିଲ୍ଲାପାଳଙ୍କୁ। କେ ବୀଣା ପଟ୍ଟନାୟକ ନାମକ ବ୍ୟକ୍ତିଙ୍କୁ ୨୦୧୮ ମସିହାରେ ଏକ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିଲା ଯାହା ସେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ଖୋଲି ପାରି ନ…