ପୁନର୍ବାର ସାଧାରଣ ଲୋକ ହାତୀ ଆକ୍ରମଣ ର ଶିକାର
ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା ରେଂଜ ଗଡତରାଶ ଗ୍ରାମର ଭୀମ ପ୍ରଧାନ(୬୦) ଦନ୍ତା ହାତୀ ଅାକ୍ରମଣରେ ଅାହାତ। ତାଙ୍କ ଡାହାଣ ଗୋଡ ଅାଘାତ। ଭୀମ ପ୍ରତିଦିନ ପରି ଅାଜି ଭୋର ପ୍ରାୟ ୫ ଟା ସମୟରେ ଗାଁ ପାଖ ନାଳକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ଏକ ଦନ୍ତାହାତୀ ପଛ ପାଖରୁ…