ଜାମ୍ମୁ କାଶ୍ମୀର ଗସ୍ତ କରି ନ ପାରି ଫେରିଲା ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ
ଜାମ୍ମୁ କାଶ୍ମୀର ରୁ ଧାରା ୩୭୦ ଉଠିବା ପରେ ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୧ ଜଣିଆ ବିରୋଧୀ ଦଳର ପ୍ରତିନିଧି ମଣ୍ଡଳ ଗତକାଲି ରାଜ୍ୟ ପ୍ରଶାସନର ବାରଣ ସତ୍ତ୍ୱେ ସେଠାକୁ ଗସ୍ତରେ ଯାଇ ପହଞ୍ଚିଥିଲେ।କିନ୍ତୁ ସେମାନଙ୍କୁ ସୁରକ୍ଷା କାରଣରୁ ଶ୍ରୀନଗର…