Webportal

ଟଳିଲା କଂଗ୍ରେସର ଅଧ୍ୟକ୍ଷ ସଙ୍କଟ, ସୋନିଆ ଗାନ୍ଧୀ ହେଲେ ଅନ୍ତରୀଣ ଅଧ୍ୟକ୍ଷା

0 258

ଆଜି ଦ୍ଵିତୀୟ ଥର ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ର ବୈଠକ ରାତିରେ ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ କଂଗ୍ରେସ କମିଟି ମୁଖ୍ୟାଳୟ ରେ ବସି ରାହୁଲ ଗାନ୍ଧୀଙ୍କ ଇସ୍ତଫା ପତ୍ର କୁ ଗ୍ରହଣ କରାଯାଇ ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ସର୍ବସମତି କ୍ରମେ ଦଳର ଅନ୍ତରୀଣ ଅଧକ୍ଷା ଭାବେ ଚୟନ କରାଗଲା।ସେ ଦଳର ନୂତନ ନିର୍ବାଚିତ ସଭାପତି ନିଯୁକ୍ତି ହେବା ପର୍ଯ୍ୟନ୍ତ ଏହି ଦାଇତ୍ୱ ତୁଲାଇବେ।

Leave A Reply

Your email address will not be published.