Webportal

ବର୍ଷାଋତୁ ଶେଷହେଲା, ବନ୍ୟା ଆରମ୍ଭ

0 174

ସମ୍ପ୍ରତି ଭୀଷଣ ବର୍ଷା ଓ ହୀରାକୁଦ ଜଳଭଣ୍ଡାର ରୁ ଜଳ ନିଷ୍କାସନ ଫଳରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଘୋର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି।କିଛି ପଂଚାୟତ ଯଥା କଣ୍ଟିଆଣି, ଚଣାଗଡି ଆଦିକୁ ଯୋଗାଯୋଗ ବିଛିନ୍ନ ହୋଇଛି।ତା ସହିତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଶୈବପୀଠ ଦେଉଳଝରି ଓ ମା ବିନିକେୟୀ ଠାକୁରାଣୀଙ୍କ ଶକ୍ତିପୀଠରେ ମଧ୍ୟ ବନ୍ୟା ଜଳ ପ୍ରବେଶ କରିଛି।ସ୍ଥାନୀୟ ବିଧାୟକ ଏବଂ ଉପଜିଲ୍ଲାପାଳ ପ୍ରଭାବିତ ଅଂଚଳ ପରିଦର୍ଶନ କରି ନିରୀକ୍ଷଣ କରିଛନ୍ତି।

Leave A Reply

Your email address will not be published.