Webportal

ବଢିଲା କରୋନା କଟକଣା

ଆଜି ଓଡିଶା ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଘର ଛଡା ଆଉ କୌଣସି ଜାଗାରେ ସାତ ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ।କରୋନା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହେବା ପର୍ଯ୍ୟନ୍ତ ଏହି ନିୟମ ରାଜ୍ୟରେ ବଳବତ୍ତର ରହିବ।କରୋନା ସମ୍ବଧିୟ ବୈଠକ ଛଡା ଆଉ କୌଣସି ସରକାରୀ ବୈଠକ ଏହି…

ସାତକୋଶିଆ ରେ ମାଈ ହାତୀର ମୃତ୍ୟୁ

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ବହାମୁଣ୍ଡା ସେକ୍ସନରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀଟିର ବୟସ ଆନୁମାନିକ ୧୫-୨୦ ବର୍ଷ ହେବ ବୋଲି ଜଣାପଡ଼ିଛି। କିଛିଦିନ ପୂର୍ବରୁ ହାତୀଟି ଅନୁଗୋଳ ଡିଭିଜନରୁ ସାତକୋଶିଆରେ ପ୍ରବେଶ କରିଥିବା ବେଳେ ଅସୁସ୍ଥ ଥିବା ଜଣାପଡ଼ିଥିଲା। ହେଲେ…

ଅପ୍ରେଲ ପହିଲା ଯାଏଁ ଅନୁଗୁଳ ଜିଲ୍ଲାର ସମସ୍ତ ଧାର୍ମିକସ୍ଥଳ କୁ ସର୍ବସାଧାରଣ ପ୍ରବେଶ ମନା

କରୋନା ସଂକ୍ରମଣରୁ ଅନୁଗୁଳ ଜିଲ୍ଲାବାସୀ ତଥା ଜିଲ୍ଲା ବାହାରୁ ଆସୁଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତିଷେଧ ମୂଳକ ପଦ଼କ୍ଷେପ ସ୍ୱରୂପ ଆସନ୍ତା କାଲି ୨୦ ତାରିଖରୁ ଅପ୍ରେଲ ୧ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ଧାର୍ମିକ ସ୍ଥଳ ଯଥା ମନ୍ଦିର, ମସଜିଦ, ଗୀର୍ଜାଘର ଆଦି ଜନତାଙ୍କ…

ଅନୁଗୁଳ ଜିଲ୍ଲାରେ ସୋସିଆର ମିଡିଆରେ କରୋନା ସମ୍ପର୍କୀୟ ମିଛ ଖବର ଦେଇ ଯୁବକ ଗିରଫ

ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଅନୁଗୁଳ ଜିଲ୍ଲା ତାଳଚେରର ଜଣେ ଯୁବକ । ସୂଚନା ଅନୁସାରେ ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ( ରିଙ୍କୁ) ନାମକ ଜଣେ ଯୁବକ ତାଙ୍କ ଫେସବୁକ ଆକାଉଣ୍ଟରେ ଅନୁଗୋଳ ଜିଲ୍ଲାର…

ଅନୁଗୁଳ ଜିଲ୍ଲାରେ ଲାଗିଲା ଧାରା ୧୪୪: କରୋନା କୁ ରୋକିବା ପାଇଁ ପ୍ରତିଷେଧ ମୂଳକ ପଦକ୍ଷେପ

ସମ୍ପ୍ରତି ମହାମାରୀ ର ରୂପ ନେଉଥିବା କରୋନା ଦାଉରୁ ଅନୁଗୁଳ ଜିଲ୍ଲାକୁ ରକ୍ଷା କରିବା ପାଇଁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି କଡା ପ୍ରତିଷେଧ ମୂଳକ ପଦକ୍ଷେପ ନେଇଛନ୍ତି।ଯା ଫଳରେ ଅନୁଗୁଳ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଗଲା ଯାହା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।…

୫ଟି ଯୁଗରେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ଆନ୍ତରିକତା ଦେଖାଉନାହାନ୍ତି ପ୍ରଶାସକ ଓ ଜନପ୍ରତିନିଧି

ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା ର ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ।ପ୍ରକଳ୍ପର ମୁଖ୍ୟ ଉଦେଶ୍ୟ ଥିଲା ତଳ ଅଂଚଳର ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ଓ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ…

ଅଘଟଣ:ପାଣିରେ ବୁଡି ଦ୍ଵିତୀୟ ଶ୍ରେଣୀ ଛାତ୍ର ମୃତ

ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ଅଙ୍ଗପଡା ପଂଚାୟତର ତୁରୁଡା ଗ୍ରାମରେ ଗାଧୋଉ ଥିବା ସମୟରେ ପୋଖରୀରେ ବୁଡି ୨ୟ ଶ୍ରେଣୀ ଛାତ୍ର ମୃତ l ମୃତକ ଜଣକ ହେଲେ ଗ୍ରାମର କାହ୍ନା ବେହେରା l ସୂଚନା ମୁତାବକ,କାହ୍ନା ଆଜି ଦିନ ୨ଟା ପାଖାପାଖି ସାଙ୍ଗମାନଙ୍କ ମେଳିରେ ଗାଁ ପୋଖରୀରେ ଗାଧୋଉଥିଲେl…

କରୋନା ପାଇଁ ବିନିକେଇ ପୀଠ ଯାତ୍ରା ବନ୍ଦ

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ବିନିକେୟୀଙ୍କ ପୀଠରେ ଚଳିତ ମାସ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଯାତ୍ରାକୁ କରୋନା ସଂକ୍ରମଣ ରୋଗ ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବନ୍ଦ କରାଯାଇଛି।ମା’ ବିନିକେୟୀଙ୍କ ପୀଠ ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଯାତ୍ରା ରେ ବହୁ…

ସାଧାରଣ ଲୋକଙ୍କ ଜାଗାରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ ଅଭିଯୋଗ:ମୁଖ୍ୟ ରାସ୍ତା ଖୋଳି ଅବରୋଧ କଲେ ଗ୍ରାମବାସୀ

ଅନୁଗୁଳ ପୂର୍ତ୍ତ ବିଭାଗ ଜୋର ଜବରଦସ୍ତି ରାସ୍ତା ନେଉଥିବାରୁ ରାସ୍ତା ଖୋଳିଦେଲେ ଗ୍ରାମବାସୀ।ଠିକାଦାରଙ୍କ ମନମ୍ମୁଖୀ କାର୍ଯ୍ୟକୁ ବିରୋଦ୍ଧ। ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ବଉଳିଗଡ଼ ଠାରେ ରାସ୍ତା କାମକୁ ବିରୋଦ୍ଧ କରିଛନ୍ତି ଗ୍ରାମବାସୀ। ପୂର୍ତ୍ତ ବିଭାଗ ଖଣ୍ଡହତା ଠାରୁ ବଉଳିଗଡ଼…