ରାକ୍ଷସ ହେଇଯାଉଛି ମନୁଷ୍ୟ ରାସ୍ତାରୋକ ସମୟରେ:ଆବଶ୍ୟକତା ରହିଛି ନିଜକୁ ସୁଧାରିବାକୁ
କୌଣସି ସମସ୍ୟାର ସମାଧାନ ପାଇଁ ରାସ୍ତା ଅବରୋଧ କରିବା ଏକ ନିତିଦିନିଆ କଥା ହେଇଗଲାଣି, ଯାହାର ଦୁଷ୍ଗପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି।ଏହାର ଏକ ତାଜା ଉଦାହରଣ ସାମନାକୁ ଆସିଛି।
କାଲି ଅନୁଗୁଳ ଜିଲ୍ଲାର ପାଲଲହଡା ରେ କେନ୍ଦୁପତ୍ର ତୋଳାଳୀ ମାନେ ୬ ଦଫା ଦାବି ପୂରଣ ପାଇଁ ସ୍ଥାନୀୟ…