୬ତାରିଖରୁ ଅନୁଗୁଳରେ ନାଟ୍ୟମ ପକ୍ଷରୁ ୪ଦିନିଆ ନାଟ୍ୟମେଳା
ନାଟ୍ୟମ,ଅନୁଗୋଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚଳିତ ବର୍ଷର ନାଟ୍ୟମ ନାଟ୍ୟମେଳା ମାର୍ଚ୍ଚ ୬ ତାରିଖ ରୁ ୯ ତାରିଖ ଦୀର୍ଘ ୪ଦିନ ଧରି ସଭାଘର ଅନୁଗୋଳ ଠାରେ ଅନୁଷ୍ଠିତ ହେବ ବୋଲି ନାଟ୍ୟମ ଅନୁଷ୍ଠାନର ସଭାପତି ସୁଧାଂଶୁ ମୋହନ ଦ୍ୱିବେଦୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…