ଗାଁ ମଝିରେ ହାତୀ ଆତଙ୍କ
ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଫୁଲପଡା ଓ ସାନ୍ତରାପୁର 'ଖ' ପଞ୍ଚାୟତରେ ଦନ୍ତା ହାତୀ ର ଆତଙ୍କ ଦେଖିବାକୁ ମିଳିଛି। ଗାଁ ମଝିକୁ ଦନ୍ତା ହାତୀ ପଶି ଆସିବାରୁ ଶହ ଶହ ଲୋକ ଘରୁ ବାହାରି ଆସିଥିଲେ। ସୂଚନା ମୁତାବକ ଫୁଲପଡା ଛକ ପାର ହୋଇ ବଉଳି ପାଖେ ପାଖେ ସାନ୍ତରାପୁର ଆଡକୁ ଅତିକ୍ରମ କରିଥିଲା…