ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଲକ ଡାଉନ ଓ କ୍ୱାରେଣ୍ଟଟାଇନ ଅବମାନନା ଜନିତ ମାମଲା ରୁଜୁ ର ବିବରଣୀ
ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଦିନ ଲକ ଡାଉନ ନ ମାନିବା ପାଇଁ ନଅ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଦୁଇଟି ମୋଟର ସାଇକେଲ ଓ ଖେଳୁଥିବା ସମୟରେ ତାଶ ଆଦି ଜବତ କରାଯାଇଛି।ଜରପଡା ଥାନାରେ ଚାରିଜଣ, କଲିଆରୀ ଥାନାରେ ଦୁଇଜଣ, ଏନଟିପିସି ଥାନାରେ ଦୁଇଜଣ ଓ ରେଙ୍ଗାଳୀ ଥାନାରେ ଜଣଙ୍କ…